Home Bibles ହିତୋପଦେଶ 7:15 · ଓଡ଼ିଆ ବାଇବେଲ
ହିତୋପଦେଶ 7:15 · ଓଡ଼ିଆ ବାଇବେଲ

ଏଣୁ ମୁଁ ତୁମ୍ଭ ସହିତ ସାକ୍ଷାତ କରିବାକୁ ଆସିଲି। ତୁମ୍ଭକୁ ଦେଖି ଆସୁଥିଲି ଓ ବର୍ତ୍ତମାନ ମୁଁ ତୁମ୍ଭକୁ ପାଇଲି।

Cross references

ଆଦି ପୁସ୍ତକ 39:7

କିଛି ଦିନ ପରେ ଯୋଷଫେର ମୁନିବର ସ୍ତ୍ରୀ ଯୋଷଫେକୁ ନଜର ପକଇବୋକୁ ଲାଗିଲେ। ଦିନେ ସହେି ସ୍ତ୍ରୀ ଯୋଷଫେକୁ ଅନୁରୋଧ କଲେ, ମାେ ସହିତ ଶଯନ କର।

Interlinear

Choose Theme