Home Bibles ହିତୋପଦେଶ 6:13 · ଓଡ଼ିଆ ବାଇବେଲ
ହିତୋପଦେଶ 6:13 · ଓଡ଼ିଆ ବାଇବେଲ

ସେ ଆଖି ରେ ଠା ରେ, ସେ ଗୋଡ଼ ରେ ଓ ଅଙ୍ଗୁଳି ଦ୍ବାରା ସଙ୍କତେ କରେ।

Cross references

ଆୟୁବ ପୁସ୍ତକ 15:12

ଆୟୁବ ତୁମ୍ଭେ କାହିଁକି ବୁଝିବାକୁ ଚେଷ୍ଟା କରୁ ନାହଁ ? ତୁମ୍ଭେ କାହିଁକି ସତ୍ଯକୁ ସ୍ବୀକାର କରୁ ନାହଁ ?

ଗୀତସଂହିତା 35:19

ମାରେ ଶତ୍ରୁମାନେ ବିନା କାରଣରେ ମାେ ସହିତ ଆଉ ପରିହାସ କରିବେ ନାହିଁ। ସମାନେେ ନିଶ୍ଚଯ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହବେେ।

ଗୀତସଂହିତା 101:3

ମୁଁ ମାରେ ସମ୍ମୁଖରେ କୌଣସି ମୂଲ୍ଯହୀନ ମୂର୍ତ୍ତି ସ୍ଥାପନ କରିବି ନାହିଁ। ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।

ହିତୋପଦେଶ 5:6

ତା'ର ପଥ ଅନୁସରଣ କର ନାହିଁ। କାରଣ ସେ ଜାଣେ ନାହିଁ ଯେ ସେ ନିଜେ ପଥ ହରାଉଛି। ସାବଧାନ ! ତୁମ୍ଭେ ଜୀବନର ପଥକୁ ଅନୁସରଣ କର।

ହିତୋପଦେଶ 10:10

ଜଣେ ୟିଏ ସତ୍ଯକୁ ଲୁଚାଏ, ସେ ଅସୁବିଧାର କାରଣ ଅଟେ। ଜଣେ ୟିଏ ଖାେଲାଖାଲିେ ଭାବରେ କଥା କୁ ହେ, ଶାନ୍ତି ବିରାଜିତ କରେ।

ଯିଶାଇୟ 58:9

ସେତବେେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡ଼ାକିବ ଓ ସେ ଉତ୍ତର ଦବେେ। ତୁମ୍ଭେ ଆର୍ତ୍ତସ୍ବର ରେ କହିବ, ଆଉ ସେ ଉତ୍ତର ଦବେେ, ଆମ୍ଭେ ଏଠା ରେ ଉପସ୍ଥିତ ଅଛୁ।'

Interlinear

Choose Theme