ସେ ପ୍ରଶଂସା ରେ ଯୋଗ୍ଯା, ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ସେ ନୀର୍ଭିକ ଭାବେ ତା'ର ଭବିଷ୍ଯତ୍ ଦେଖିପା ରେ।
Cross references
ଧାର୍ମିକତା ମାରେ ବସ୍ତ୍ର ନ୍ଯାଯ ମାରେ ଚୋଗା ଓ ମାରେ ପଗଡ଼ି ଥିଲା।
ଯଦି ତୁମ୍ଭେ ପରମେଶ୍ବରଙ୍କ ପରି, ତା' ହେଲେ ତୁମ୍ଭେ ଗର୍ବ କରିପାର। ଯଦି ତୁମ୍ଭେ ପରମେଶ୍ବରଙ୍କ ସହ ସମକକ୍ଷ, ତା' ହେଲେ ତୁମ୍ଭେ ପରମେଶ୍ବରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।
ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସତ୍ଯପ୍ରିଯମାନଙ୍କ ପାଇଁ ଆନନ୍ଦ ଅଛି।
ସଦାପ୍ରଭୁ ତୁମ୍ଭର ୟାଜକମାନେ ବିଜଯ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
ଆମ୍ଭେ ତାଙ୍କର ୟାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ବନି କରିବେ।
ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।
ସହେି ସକାେଶ ମାରେ ପ୍ରଭୁ ସଦାପ୍ରଭୁ ଏହିକଥା କରନ୍ତି, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେ ମନ୍ଦାଚାରୀମାନେ କ୍ଷୁଧାର୍ତ୍ତ ରହିବ। ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭମାନେେ ତୃଷାର୍ତ୍ତ ରହିବ। ଆମ୍ଭର ଦାସମାନେ ଆନନ୍ଦ କଲା ବେଳେ ତୁମ୍ଭମାନେେ ଲଜ୍ଜିତ ହବେ।
ଯେଉଁ ଚାକରଟି ପାଞ୍ଚ ତୋଡା ରୂପା ଟଙ୍କା ପାଇଥିଲା, ସେ ମାଲିକ ପାଖକୁ ଆଉ ଅଧିକ ପାଞ୍ଚ ତୋଡ଼ା ଆଣି ଦଲୋ, ଚ଼ାକରଟି କହି 'ଆପଣ ମାେତେ ପାଞ୍ଚ ତୋଡ଼ା ରୂପା ଟଙ୍କା ଦଇେଥିଲେ। ମୁଁ ତା' ଦ୍ବାରା ଆଉ ପାଞ୍ଚ ତୋଡ଼ା ରୂପା ଟଙ୍କା ରୋଜଗାର କରିଛ।'
ନିଜର ପାପପୂର୍ଣ ସ୍ବାର୍ଥପର ଇଚ୍ଛାକୁ ତୃପ୍ତି କରିବା ରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ।
ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ଯକ୍ତି ସ୍ବରୂପ ହାଇେ ପରମେଶ୍ବରଙ୍କ ଭଳି ପ୍ରକୃତ ରେ ଭଲ ଓ ପବିତ୍ର ହବୋକୁ ପଡ଼ିବ।
ଭଲ କାମ କରିବା ଦ୍ବାରା ନିଜକୁ ସୁନ୍ଦର ଭାବେ ସୁଶାେଭିତ କରନ୍ତୁ। ପରମେଶ୍ବରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହି ରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ଯକ।
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।