ହିତୋପଦେଶ 31:21 · ଓଡ଼ିଆ ବାଇବେଲ
ସେ କବେେ ହେଲେ ନିଜର ପରିବାର ବିଷଯ ରେ ଶୀତ ଋତୁ ରେ ଦୁଃଖିନୀ ହୁଏ ନାହିଁ। ଯେତବେେଳେ ବରଫପାତ ହୁଏ କାରଣ ତାହାର ସମସ୍ତ ପରିବାର ଗରମ ବସ୍ତ୍ର ପିନ୍ଧନ୍ତି।
Cross references
ଆଦି ପୁସ୍ତକ 45:22
ଯୋଷଫେ ତାଙ୍କର ପ୍ରେତ୍ୟକକ ଭାଇମାନଙ୍କୁ ଗୋଟିଏ ୟୋଡ଼ା ଉତ୍ତମ ବସ୍ତ୍ର ଦେଲେ। ମାତ୍ର ବିନ୍ଯାମୀନକୁ 300 ରେ ୗପ୍ୟ ମୁଦ୍ରା ଓ ଆଞ୍ଚ ୟୋଡ଼ା ସୁକ୍ଷ୍ମ ବସ୍ତ୍ର ଦେଲେ।
ଦିତୀୟ ଶାମୁୟେଲ 1:24
ହେ ଇଶ୍ରାୟେଲର କନ୍ଯାଗଣ ଶାଉଲଙ୍କ ପାଇଁ କ୍ରନ୍ଦନ କର। ସେ ତୁମ୍ଭମାନଙ୍କୁ ସିନ୍ଦକ୍ସ୍ଟରବର୍ଣ୍ଣ ବସ୍ତ୍ର ରେ ସକ୍ସ୍ଟନ୍ଦର ରୂପେ ବସ୍ତ୍ରାନ୍ବିତ କଲେ। ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ବର୍ଣ୍ଣ ଅଳଙ୍କାର ଖଚିତ କଲେ।
ହିତୋପଦେଶ 25:20
ଦୁଃଖିପୂର୍ଣ୍ଣ ଲୋକ ନିକଟରେ ଖୁସି ଗୀତ ଗାଇବା ଶୀତକାଳ ରେ ବସ୍ତ୍ର କାଢ଼ିନବୋ ଓ ସୋଢା ଉପ ରେ ଅମ୍ଳରସ ମିଶାଇବା ପରି ଅଟେ।
ନାହୂମ 2:4
ଅଶ୍ବଗ୍ଭଳିତ ରଥଗୁଡିକ ରାସ୍ତା ରେ ଧାଉଁଛନ୍ତି। ସମାନେେ ଖାେଲାଛକରେ ଏଣତେଣେେ ଭିଡ କରୁଛନ୍ତି। ସଗେୁଡିକ ମଶାଲପରି ଓ ବିଜୁଳି ପରି ଦଖାଯାେଉଛି।