Home Bibles ହିତୋପଦେଶ 31:19 · ଓଡ଼ିଆ ବାଇବେଲ
ହିତୋପଦେଶ 31:19 · ଓଡ଼ିଆ ବାଇବେଲ

ସେ ନୋଟିକି ହାତ ବଢ଼ାଏ, ପୁଣି ତା'ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ।

Cross references

ଯାତ୍ରା ପୁସ୍ତକ 35:25

ଦକ୍ଷ ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତ ରେ ସୂତା କାଟି ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଆଣିଲେ।

ଯାତ୍ରା ପୁସ୍ତକ 35:26

ନିପୂଣା ସ୍ତ୍ରୀଲୋକମାନେ ସ୍ବଇଚ୍ଛା ରେ ଛାଗ ଲୋମ ରେ ସୂତା କାଟିଲେ।

Interlinear

Choose Theme