Home Bibles ହିତୋପଦେଶ 31:16 · ଓଡ଼ିଆ ବାଇବେଲ
ହିତୋପଦେଶ 31:16 · ଓଡ଼ିଆ ବାଇବେଲ

ସେ କ୍ଷେତ୍ରର ବିଷଯ ବୁଝି ତାହା କିଣେ। ସେ ଆପଣା ହସ୍ତର ଫଳ ଦଇେ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ।

Cross references

ଯିହୋଶୂୟ 15:18

ଅକ୍ଷାର ଅନ୍ତୀଯଲେ ସହିତ ୟିବାକକ୍ସ୍ଟ ବାହାରନ୍ତେ, ଅକ୍ଷାର ଅତ୍ନିଯଲକେକ୍ସ୍ଟ କହିଲେ ତାଙ୍କ ବାପାଙ୍କକ୍ସ୍ଟ କିଛି ଭୂମି ମାଗିବା ପାଇଁ। ଅକ୍ଷାର ତାଙ୍କ ପିତାଙ୍କ ପାଖକକ୍ସ୍ଟ ଗଲେ। ଯେତବେେଳେ ସେ ତାଙ୍କ ଗଧରକ୍ସ୍ଟ ଓହ୍ଲାଇ ପଡିବା ସମୟରେ କାଲେବ୍ ତାଙ୍କୁ ପଚାରିଲେ, ତୁମ୍ଭର ଆଉ କ'ଣ ଦରକାର?

ହିତୋପଦେଶ 14:1

ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳ ରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା'ର ଅଜ୍ଞାନତା ରେ ସ୍ବହସ୍ତ ରେ ତା'ର ଗୃହକୁ ଧ୍ବଂସ କରେ।

ପରମଗୀତ 8:12

ମାହେର ଦ୍ରାକ୍ଷାକ୍ଷେତ୍ର ମାରେ ନିଜର। ହେ ଶ ଲୋମନ, ସହେି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରେ ୗପ୍ୟ ମୁଦ୍ରା ପାଇବେ।

ମାଥିଉଲିଖିତ ସୁସମାଚାର 13:44

ସ୍ବର୍ଗରାଜ୍ଯ ଜମି ରେ ପୋତା ହାଇେଥିବା ଧନଭଣ୍ଡର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସହେି ଧନକୁ ଜମି ଭିତ ରେ ପୋତି ଦଲୋ। ସେ ବହୁତ ଖୁସି ହାଇଗେଲା। ସେ ସଠାରୁେ ଯାଇ ତା ପାଖ ରେ ଯାହା ସବୁ ଥିଲା, ସବୁତକ ବିକି ସହେି ଜମିଟି କିଣିଲା।

Interlinear

Choose Theme