Home Bibles ହିତୋପଦେଶ 31:13 · ଓଡ଼ିଆ ବାଇବେଲ
ହିତୋପଦେଶ 31:13 · ଓଡ଼ିଆ ବାଇବେଲ

ସେ ମଷେଲୋମ ମସିନା ଖାଜେି ସନ୍ତାଷେ ରେ ଆପଣା ହସ୍ତ ରେ କର୍ମ କରେ।

Cross references

ଆଦି ପୁସ୍ତକ 18:6

ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।

ଆଦି ପୁସ୍ତକ 24:13

ଏହିଠା ରେ ମୁଁ କୂପ ନିକଟରେ ଛିଡ଼ା ହାଇେ ଅଛି। ଏବଂ ନଗରରୁ କନ୍ଯାମାନେ ପାଣି ନବୋକୁ ଏଠାକୁ ଆସୁଛନ୍ତି।

ଆଦି ପୁସ୍ତକ 24:18

ରିବିକା ତତ୍କ୍ଷଣାତ୍ ତାଙ୍କ କନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, ହେ ମହାଶୟ ପାନ କର।

ଆଦି ପୁସ୍ତକ 29:9

ଯେତବେେଳେ ଯାକୁବ ମଷେପାଳକମାନଙ୍କ ସହିତ କଥା ହେଉଥିଲେ ସହେି ସମୟରେ ରାହେଲ ତାଙ୍କ ପିତାଙ୍କର ମଷେପଲ ସହିତ ଉପସ୍ଥିତ ହେଲେ। ନିଜ ପାତାଙ୍କ ମଷେମାନଙ୍କର ଯତ୍ନ ନବୋ ଏହା ରାହେଲଙ୍କର କାର୍ୟ୍ଯ ଥିଲା।

ଯାତ୍ରା ପୁସ୍ତକ 2:16

ସଠାେରେ ଜଣେ ମିଦିଯନୀଯ ଯାଜକ ଥିଲେ, ଯାହାଙ୍କର ସାତାଟେି କନ୍ଯା ଥିଲେ। ସହେି କନ୍ଯାମାନେ ସହେି କୂପ ନିକଟକୁ ତାଙ୍କର ପିତାଙ୍କର ମଷେପଲ ପାଇଁ ପାଣି ନବୋକୁ ଆସିଥିଲେ। ସମାନେେ ପାଣି କାଢ଼ି ସହେି କୁଣ୍ଡଟିକୁ ପୁର୍ଣ୍ଣ କରିବାକୁ ଲାଗିଲେ।

ରୂତର ବିବରଣ 2:2

ଦିନେ ଋତ ( ମାୟୋବ ଦେଶୀଯ) ନୟମୀକକ୍ସ୍ଟ କହିଲେ, ମୁ କ୍ଷତକେକ୍ସ୍ଟ ୟିବା ପାଇଁ ଗ୍ଭ ହେଁ। କହେି ମାେତେ ଅନକ୍ସ୍ଟଗ୍ରହ ଦଖାଇେପାରନ୍ତି। ଯଦି ୟିଏ କହେି ତା' ପଛ ରେ କିଛି ଶସ୍ଯ ଛାଡି ୟାଏ ମୁ ତାକକ୍ସ୍ଟ ସାଉଁଟି ଆଣିବି। ନୟମୀ କହିଲେ, ୟାଅ ମାରେକନ୍ଯା।

ରୂତର ବିବରଣ 2:23

ତେଣୁ ଋତ ବୋୟଜଙ୍କର ସହେି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଠଭାବରେ କାର୍ୟ୍ଯ କରିବାକୁ ଲାଗିଲେ। ବାର୍ଲି ଅମଳ ସରିବା ପ୍ରର୍ୟ୍ଯନ୍ତ ସଂଗ୍ରହ କରି ଚାଲିଲେ। ତା ପରେ ସେ ଗହମ ଅମଳ ଶଷେ ପର୍ୟ୍ଯନ୍ତ ସଠାେରେ କାର୍ୟ୍ଯ କଲେ, ଏବଂ ତାଙ୍କର ଶାଶୂଙ୍କ ସହିତ ରହିବାକକ୍ସ୍ଟ ଲାଗିଲା।

ଯିଶାଇୟ 3:16

ସଦାପ୍ରଭୁ ପୁଣି କୁହନ୍ତି, ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସମାନେେ ଅନ୍ୟମାନଙ୍କଠାରୁ ଶ୍ ରେଷ୍ଠା ବୋଲି ଦଖାଇେ ହାଇେ ମଥା ଉନ୍ନତ୍ତ କରି ବୁଲନ୍ତି। ସମାନେେ କଟାକ୍ଷପାତ କରି ଚଞ୍ଚଳ ଗତି ରେ ଚାଲିଲା ବେଳେ ସମାନଙ୍କେର ପାଦର ନୂପୁର ରୁଣୁଝୁଣୁ ହୁଏ।'

ଯିଶାଇୟ 32:9

ହେ ସୁଖିନୀ ସ୍ତ୍ରୀଗଣ, ତୁମ୍ଭମାନେେ ମାେ କଥା ଶୁଣ। ହେ ବିଶ୍ବସ୍ତା ନାରୀଗଣ, ମାେ ବାକ୍ଯ ରେ କର୍ଣ୍ଣପାତ କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:39

ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସମାନଙ୍କେ ସହିତ ଗଲେ। ସେ ଯେତବେେଳେ ପହନ୍ଚିଲେ, ସମାନେେ ତାହାଙ୍କୁ ଉପର କଠାେରୀକୁ ନଇେ ଗଲେ। ପିତରଙ୍କ ଚ଼ାରିପାଖେ ବିଧବାମାନେ ଠିଆ ହାଇେ କାନ୍ଦୁଥିଲେ। ଟାବୀଥା ସମାନଙ୍କେ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସଗେୁଡ଼ିକ ସମାନେେ ପିତରଙ୍କୁ ଦଖାଇେଲେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:11

ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ୟ୍ଯର ଯତ୍ନ ନିଅ। ନିଜ ହାତ ରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:10

ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ : ଯଦି ଜଣେ କାମ ନ କରିବ, ତା' ହେଲେ ସେ ଖାଇବ ନାହିଁ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:10

ସେ ଜୀବନ ରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ ରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ବରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟ ରେ ପଡ଼ିଥିବା ଲୋକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ ରେ ସମସ୍ତ ପ୍ରକାରର ଭଲ କାମ କରିବା।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:14

ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।

ତୀତସଙ୍କ ପ୍ରତି ପତ୍ର 2:5

ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।

Interlinear

Choose Theme