ହିତୋପଦେଶ 20:5 · ଓଡ଼ିଆ ବାଇବେଲ
ମନୁଷ୍ଯ ମନର ଭାବନା ଗଭୀର କୂଅର ଜଳ ପରି। ମାତ୍ର ବୁଦ୍ଧିମାନ ଲୋକ ସହେି ଗଭୀର ଜଳକୁ କାଢ଼ି ପାରିବ।
Cross references
ଗୀତସଂହିତା 64:6
କହେି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ। କିଏ ଦୋଷକୁ ଅନୁସନ୍ଧାନ କରିବ ? ଆମ୍ଭମାନଙ୍କର ସଂପୂର୍ଣ୍ଣ ଯୋଜନା ଅଛି। ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
ହିତୋପଦେଶ 18:4
ମନୁଷ୍ଯର ମୁଖର ବାକ୍ଯ ଗଭୀର ଜଳତୁଲ୍ଯ। ପୁଣି ଜ୍ଞାନ ରେ ଉତ୍ପତ୍ତି ସ୍ଥାନ ଜଳ ସୋର୍ତ ସଦୃଶ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:11
କୌଣସି ମନୁଷ୍ଯ ଏକ ମନୁଷ୍ଯର ମନକଥା ଜାଣିପା ରେ ନାହିଁ। କବଳେ ମଣିଷ ଭିତ ରେ ଥିବା ଆତ୍ମା ତା'ର ମନକଥା ଜାଣିପାରନ୍ତି। ସହେିଭଳି ପରମେଶ୍ବରଙ୍କ ମନକଥା ତାଙ୍କରି ଆତ୍ମା ବ୍ଯତୀତ କିଏ ଜାଣି ପାରିବ ?