Home Bibles ହିତୋପଦେଶ 2:20 · ଓଡ଼ିଆ ବାଇବେଲ
ହିତୋପଦେଶ 2:20 · ଓଡ଼ିଆ ବାଇବେଲ

ଜ୍ଞାନୀମାନଙ୍କୁ ଅନୁସରଣ କରିବା ପାଇଁ, ଜ୍ଞାନ ତୁମ୍ଭକୁ ସାହାୟ୍ଯ କରିବ। ଉତ୍ତମ ଲୋକର ମାର୍ଗ ଅନୁସରଣ ପାଇଁ, ଜ୍ଞାନ ତୁମ୍ଭର ସହାୟ ହବେ।

Cross references

ଗୀତସଂହିତା 119:63

ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି, ମୁଁ ସମାନଙ୍କେର ବନ୍ଧୁ।

ଗୀତସଂହିତା 119:115

ମନ୍ଦ ଲୋକମାନେ, ମାେ ନିକଟକୁ ଆସନ୍ତି ନାହିଁ, ୟପରେିକି ମୁଁ ମାରେ ପରମେଶ୍ବରଙ୍କର ଆଜ୍ଞାମାନ ପାଳନ କରିପାରିବି।

ହିତୋପଦେଶ 4:11

ମୁଁ ତୁମ୍ଭକୁ ଜ୍ଞାନ ମାର୍ଗ ରେ ପରିଚାଳିତ କରୁଛି। ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇ ଅଛି।

ହିତୋପଦେଶ 8:20

ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।

ହିତୋପଦେଶ 13:20

ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।

ପରମଗୀତ 1:7

ହେ ମାରେ ପ୍ରାଣର ପ୍ରିଯତମ, ତୁମ୍ଭେ କେଉଁଠା ରେ ଆପଣା ଗୋରୁଗାଈ ଚରାଉ ଅଛ। ମଧ୍ଯାହ୍ନ ରେ କେଉଁଠା ରେ ଶଯନ କରାଉ ଅଛ, ତାହା ମାେତେ ଜଣାଅ। ତୁମ୍ଭ ସାଙ୍ଗ ଗହଣ ରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀ ଲୋକପରି ହବେି ?

ଯିରିମିୟ 6:16

ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଛକସ୍ଥାନ ରେ ଛିଡ଼ା ହାଇେ ଦେଖ, ଆଉ ପୁରାତନ ପଥ ବିଷଯ ରେ ପ୍ରଚାର କରି କୁହ, ଉତ୍ତମ ପଥ କାହିଁ ? ଆଉ ସହେି ପଥରେ ଗମନ କର, ତାହା ହେଲେ ତୁମ୍ଭମାନେେ ନିଜ ନିଜ ପ୍ରାଣ ରେ ବିଶ୍ରାମ ପାଇବ। ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ସେ ପଥରେ ଗମନ କରିବୁ ନାହିଁ।'

ଏବ୍ରୀ 6:12

ତୁମ୍ଭମାନେେ ଆଳସ୍ଯପରାୟଣ ନ ହାଇେ ଯେପରି ପରମେଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହାଇେଥିବା ଲୋକମାନଙ୍କ ପରି ହୁଅ, ଏକଥା ଆମ୍ଭେ ଚାହୁଁ। ସମାନେେ ତାହାଙ୍କର ବିଶ୍ବାସ ଓ ର୍ଧୈୟ୍ଯ ହତେୁରୁ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି।

ଯୋହନଙ୍କ ତୃତୀୟ ପତ୍ର 1:11

ମାରେ ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କୁ କବେେ ଦେଖି ନାହିଁ।

Interlinear

Choose Theme