ହିତୋପଦେଶ 16:13 · ଓଡ଼ିଆ ବାଇବେଲ
ଧର୍ମୟୁକ୍ତ କଥା ରାଜାଙ୍କ ପାଇଁ ତୁଷ୍ଟିକର। ସମାନେେ ଯଥାର୍ଥ କରନ୍ତି ଯେଉଁମାନେ ପ୍ ରମେ କରନ୍ତି।
Cross references
ଗୀତସଂହିତା 101:5
ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ ମୁଁ ତାକୁ ଧ୍ବଂସ କରିଦବେି। ମୁଁ ଲୋକମାନଙ୍କୁ ଗର୍ବୀ ହବୋକୁ ଦବେି ନାହିଁ। ସମାନେେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦବେି ନାହିଁ।
ହିତୋପଦେଶ 14:35
ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହର ପାତ୍ର। ପୁଣି ଯେ ଲଜ୍ଜ୍ଯା ଜନ୍ମାଏ ତାହା ପ୍ରତି ସେ କୋରଧ କରନ୍ତି।
ହିତୋପଦେଶ 22:11
ଯେଉଁଲୋକ ହୃଦଯ ରେ ପବିତ୍ର ତା'ର କଥା ଅନୁଗ୍ରହ ୟୁକ୍ତ, ସେ ରାଜାର ବନ୍ଧୁ ହାଇପୋରିବ।