Home Bibles ହିତୋପଦେଶ 12:7 · ଓଡ଼ିଆ ବାଇବେଲ
ହିତୋପଦେଶ 12:7 · ଓଡ଼ିଆ ବାଇବେଲ

ଦୁଷ୍ଟମାନେ ସମ୍ପୂର୍ଣ୍ଣ ଭାବେ ବିନାଶ ହୁଅନ୍ତି। ସମାନଙ୍କେ ସତ୍ତା ଲୋପ ପାଏ। ମାତ୍ର ଧାର୍ମିକମାନେ ମରିଗଲେ ମଧ୍ଯ ସମାନେେ ସ୍ମୃତି ରେ ହିଁ ରହନ୍ତି।

Cross references

ଦିତୀୟ ଶାମୁୟେଲ 7:16

ତକ୍ସ୍ଟମ୍ଭ ପରିବାର ଓ ତକ୍ସ୍ଟମ୍ଭ ରାଜତ୍ବ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଅନନ୍ତକାଳ ସ୍ଥିରିକୃତ ହବେ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ହବେ।

ଦିତୀୟ ଶାମୁୟେଲ 7:26

'ତା' ହେଲ ତୁମ୍ଭର ନାମ ଚିରଦିନ ପାଇଁ ସମ୍ମାନିତ ହବେ। ଲୋକମାନେ କହିବେ, ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର ଇଶ୍ରାୟେଲ ରେ ଶାସନ କରନ୍ତି। ଏବଂ ତୁମ୍ଭର ସବେକ ଦାଉଦର ବଂଶଧର ତୁମ୍ଭର ସବୋ କରିବା ରେ ଶକ୍ତିଶାଳୀ ହକ୍ସ୍ଟଅନ୍ତକ୍ସ୍ଟ।'

ଏଷ୍ଟର ବିବରଣ 9:6

ଏହିପରି ୟିହୁଦୀଯମାନେ ଶୂଶନ ରାଜଧାନୀ ରେ 500 ଲୋକଙ୍କୁ ବଧ ଓ ବିନାଶ କଲେ।

ଏଷ୍ଟର ବିବରଣ 9:14

ତାପରେ ରାଜା କହିଲେ, ସହେିପରି ହେଉ! ଏବଂ ଶୂଶନ ରେ ଏହି ଆଦେଶ ଦିଆଗଲା। ଏବଂ ସମାନେେ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାଇ ଦେଲେ।

ଆୟୁବ ପୁସ୍ତକ 5:3

ମୁଁ ଜଣେ ଏପରି ନିର୍ବୋଧ ଲୋକକୁ ଦେଖିଛି ୟିଏ ଭାବୁଥିଲା ଯେ ସେ ସୁରକ୍ଷିତ, କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।

ଆୟୁବ ପୁସ୍ତକ 11:20

ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସମାନଙ୍କେୁ ବିଫଳତା ଦବେ। ଦୁଷ୍ଟ ଲୋକ ସାହାୟ୍ଯ ପାଇଁ ହାତ ବଢ଼ାଇ ପାରନ୍ତି। କିନ୍ତୁ ସମାନେେ ତାଙ୍କ ଅସୁବିଧାରୁ ରକ୍ଷା ପାଇପାରିବେ ନାହିଁ। ସମାନଙ୍କେର ଆଶା କବଳେ ମୃତ୍ଯୁ ଆଡ଼କୁ ନଇୟୋଏ।

ଆୟୁବ ପୁସ୍ତକ 18:15

ତା'ର ବାସଗୃହ ଶୂନ୍ଯ ହାଇଯେିବ। କାହିଁକି ? ତା'ର ଘର ଚାରିପାଖ ରେ ଜଳନ୍ତା ଗନ୍ଧକ ବିଞ୍ଚାୟିବ।

ଆୟୁବ ପୁସ୍ତକ 27:18

ଜଣେ ଦୁଷ୍ଟ ଲୋକର ଗୃହ ତିଆରି କଲେ ବି ଏହା ବେଶୀଦିନ ତିଷ୍ଠିବ ନାହିଁ। ଏହା ବୁଢ଼ିଆଣୀ ଜାଲଭଳି ହବେ କିମ୍ବା ପ୍ରହରୀର ତମ୍ବୁଭଳି ହବେ।

ଆୟୁବ ପୁସ୍ତକ 34:25

ତେଣୁ ପରମେଶ୍ବର ଜାଣନ୍ତି ଲୋକେ କ'ଣ କରନ୍ତି। ସେଥିପାଇଁ ପରମେଶ୍ବର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତ ରେ ପରାଜିତ କରିବେ ଓ ସମାନେେ ଧ୍ବଂସ ହବେେ।

ଗୀତସଂହିତା 37:10

ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ। ତୁମ୍ଭେ ସମାନଙ୍କେୁ ଖାଜେିଲେ ବି ଆଉ ପାଇବ ନାହିଁ, କାରଣ ସମାନେେ ଆଉ ନ ଥିବେ।

ଗୀତସଂହିତା 37:35

ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।

ଗୀତସଂହିତା 37:36

କିନ୍ତୁ ସେ ଆଜି ନାହିଁ। ମୁଁ ତାଙ୍କୁ ଅନକେ ସ୍ଥାନରେ ଖାଜେିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।

ଗୀତସଂହିତା 73:18

ହେ ପରମେଶ୍ବର, ତୁମ୍ଭେ ନିଶ୍ଚିତରେ ସହେି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ। ତୁମ୍ଭେ ସମାନଙ୍କେୁ ଧ୍ବଂସ ମୁଖରୁ ପଲେି ଦିଅ।

ହିତୋପଦେଶ 10:25

ଯେତବେେଳେ ଘୂର୍ଣ୍ଣିବାଯୁ ବ ହେ, ଦୁଷ୍ଟ ଲୋକ ଅନ୍ତର୍ଧାନ ହାଇଯେିବ। କିନ୍ତୁ ଧାର୍ମିକ ପୁରୁଷ ଅନନ୍ତକାଳସ୍ଥାଯୀ ସ୍ବରୂପ ରହେ।

ହିତୋପଦେଶ 11:21

ଏହା ନିଶ୍ଚିତ ସତ୍ଯ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।

ହିତୋପଦେଶ 14:1

ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳ ରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା'ର ଅଜ୍ଞାନତା ରେ ସ୍ବହସ୍ତ ରେ ତା'ର ଗୃହକୁ ଧ୍ବଂସ କରେ।

ହିତୋପଦେଶ 14:11

ଦୁଷ୍ଟମାନଙ୍କର ଗୃହ ନିପାଦ ହବେ। ମାତ୍ର ସରଳ ଲୋକମାନଙ୍କର ଗୃହ ଉନ୍ନତ ହବେ।

ହିତୋପଦେଶ 15:25

ଗର୍ବୀ ଲୋକର ଗୃହକୁ ସଦାପ୍ରଭୁ ବିନାଶ କରିବେ। ମାତ୍ର ବିଧବାର ସୀମା ସଦାପ୍ରଭୁ ସ୍ଥିର କରିବେ।

ହିତୋପଦେଶ 24:3

ବୁଦ୍ଧି ଓ ଜ୍ଞାନଦ୍ବାରା ଉତ୍ତମ ଗୃହ ନିର୍ମିତ ହୁଏ।

ମାଥିଉଲିଖିତ ସୁସମାଚାର 7:24

ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।

Interlinear

Choose Theme