Home Bibles ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:15 · ଓଡ଼ିଆ ବାଇବେଲ
ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:15 · ଓଡ଼ିଆ ବାଇବେଲ

ମୁଁ ଯେତବେେଳେ ସଠାେରେ ସୁସମାଚାର ପ୍ରଚାର ଆରମ୍ଭ କଲି, ସେତବେେଳେ ତୁମ୍ଭେ ଫିଲିପ୍ପୀବାସୀ, ତାହା ମନେ ରଖିଛ। ମୁଁ ଯେତବେେଳେ ମାକିଦନିଆ ଛାଡ଼ିଲି, ସେତବେେଳେ କବଳେ ତୁମ୍ଭର ମଣ୍ଡଳୀ ମାେତେ ସାହାୟ୍ଯ ଦଇେଥିଲା।

Cross references

ଦିତୀୟ ରାଜାବଳୀ 5:16

ମାତ୍ର ଇଲୀଶାୟ କହିଲେ, ମୁଁ ସଦାପ୍ରଭୁଙ୍କ ସବୋ କରୁଛି। ମୁଁ ଶପଥ କରି କହୁଛି ସଦାପ୍ରଭୁଙ୍କ ଜୀବିତ ଥିବା ପ୍ରମାଣେ ମୁଁ କୌଣସି ଉପହାର ଗ୍ରହଣ କରିବି ନାହିଁ।

ଦିତୀୟ ରାଜାବଳୀ 5:20

କିନ୍ତୁ ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ଦାସ ଗି ହଜେୀ କହିଲା, ଦେଖ, ମାରେ ପ୍ରଭୁ ଇଲୀଶାୟ ଏହି ଅରାମୀଯ ନାମାନ୍ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ମୁଁ ଶପଥ କରୁଛି, ଏହା ପେଛ ପେଛ ୟାଇ ତାହାଠାରୁ କିଛି ନବେି।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:40

ପାଉଲ ଓ ଶୀଲା କାରାଗାରରୁ ବାହାରକୁ ଆସି ଲୁଦିଯାର ଘରକୁ ଆସିଲେ। ସଠାେରେ ଭାଇମାନଙ୍କୁ ଦେଖି ସମାନେେ ସମାନଙ୍କେୁ ଉତ୍ସାହର ବାଣୀ ଶୁଣାଇଲେ। ତା'ପରେ ସମାନେେ ସେ ସ୍ଥାନରୁ ଚ଼ାଲିଗଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:8

ମୁଁ ତୁମ୍ଭମାନଙ୍କ ସବୋକାର୍ୟ୍ଯ ପାଇଁ ଅନ୍ୟ ମଣ୍ଡଳୀମାନଙ୍କ ଠାରୁ ଅର୍ଥ (ବା ସମାନେେ ଦରିଦ୍ର ହେଲେ ମଧ୍ଯ ସମାନଙ୍କେଠାରୁ ଅର୍ଥ ଗ୍ରହଣ କରିବା) ଗ୍ରହଣ କରିଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:11

ମୁଁ ମୂର୍ଖଙ୍କ ଭଳି କହିଚାଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭମାନେେ ମାେତେ ବାଧ୍ଯ କରିଥିଲ। ତୁମ୍ଭମାନେେ ହେଉଛ ସହେିଲୋକ, ଯେଉଁମାନେ ମାେ ସପକ୍ଷ ରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସହେି ମହାନ୍ ପ୍ ରରେିତ ମାନେ ମାେ ଠାରୁ ଅଧିକ ମଧ୍ଯ ନୁହଁନ୍ତି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:5

ଲୋକମାନଙ୍କୁ ସୁସମାଚାର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାୟ୍ଯ ପାଇଁ ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ। ବିଶ୍ବାସ କରିବା ପ୍ରଥମଦିନଠାରୁ ଏବେ ପର୍ୟ୍ଯନ୍ତ ତୁମ୍ଭେ ସାହାୟ୍ଯ କରି ଆସୁଛ।

Interlinear

Choose Theme