Home Bibles ☰ Books ଫିଲୀମୋନଙ୍କ ପ୍ରତି ପତ୍ର 1:3 · ଓଡ଼ିଆ ବାଇବେଲ
ଫିଲୀମୋନଙ୍କ ପ୍ରତି ପତ୍ର 1:3 · ଓଡ଼ିଆ ବାଇବେଲ

ଆମ୍ଭର ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।

Cross references

ରୋମୀୟଙ୍କ ପ୍ରତି ପତ୍ର 1:7

ତୁମ୍ଭମାନେେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତ ପ୍ରପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତ ତୁମ୍ଭମାନଙ୍କୁ ମିଳୁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:14

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ବରଙ୍କ ପ୍ ରମେ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।

ଏଫିସୀୟଙ୍କ ପ୍ରତି ପତ୍ର 1:2

ତୁମ୍ଭମାନଙ୍କୁ ଆମ୍ଭର ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ମିଳୁ।

Interlinear

Choose Theme