Home Bibles ଗଣନା ପୁସ୍ତକ 9:1 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 9:1 · ଓଡ଼ିଆ ବାଇବେଲ

ଅନନ୍ତର ଲୋକମାନେ ମିଶର ଦେଶରୁ ବାହାରି ଆସିବାର ଦ୍ବିତୀୟ ବର୍ଷର ପ୍ରଥମ ମାସ ରେ ସୀନଯ ମରୁଭୂମିରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

Cross references

ଯାତ୍ରା ପୁସ୍ତକ 12:11

ତୁମ୍ଭମାନେେ ଯେତବେେଳେ ଏହି ମାଂସ ଭୋଜନ କରିବ, ସେତବେେଳେ ତୁମ୍ଭମାନେେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭମାନେେ ଭ୍ରମଣ ପାଇଁ ୟିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ୟୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତ ରେ ତୁମ୍ଭର ଆଶାବାଡି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାହିଁକି? କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।

ଯାତ୍ରା ପୁସ୍ତକ 40:2

ପ୍ରଥମ ମାସର ପ୍ରଥମ ଦିନ ରେ ସମାଗମ ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର।

ଗଣନା ପୁସ୍ତକ 1:1

ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ପ୍ରଥମ ଦିନ ରେ ଇଶ୍ରାୟେଲର ଲୋକମାନେ ମିଶର ଛାଡିଲାପରେ, ସଦାପ୍ରଭୁ ସୀନଯ ମରୁଭୂମିରେ ସମାଗମ ତମ୍ବୁ ମଧିଅରେ ମଶାଙ୍କେୁ କହିଲେ,

Interlinear

Choose Theme