Home Bibles ଗଣନା ପୁସ୍ତକ 8:9 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 8:9 · ଓଡ଼ିଆ ବାଇବେଲ

ତହୁଁ ତୁମ୍ଭେ ଲବେୀୟମାନଙ୍କୁ ସମାଗମ ତମ୍ବୁ ସମ୍ମୁଖ ରେ ଉପସ୍ଥିତ କରାଇବ। ତା'ପରେ ସମସ୍ତ ଇଶ୍ରାୟେଲ ସନ୍ତାନଗଣ ମଣ୍ତଳିକି ଏକତ୍ର କରିବ।

Cross references

ଯାତ୍ରା ପୁସ୍ତକ 29:4

ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ ତମ୍ବୁ ସ୍ଥାନର ଦ୍ବାର ଦେଶକୁ ଆଣ। ସମାନଙ୍କେୁ ଗା ଧୋଇ ଦିଅ।

ଯାତ୍ରା ପୁସ୍ତକ 40:12

ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ ତମ୍ବୁର ଦ୍ବାର ଦେଶକୁ ଆଣ। ତାଙ୍କୁ ପାଣି ରେ ସ୍ନାନ କରାଅ।

ଲେବୀୟ ପୁସ୍ତକ 8:3

ପୁଣି ସମାଗମ ତମ୍ବୁ ଦ୍ବାରା ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।

Interlinear

Choose Theme