ଗଣନା ପୁସ୍ତକ 8:3 · ଓଡ଼ିଆ ବାଇବେଲ
ହାରୋଣ ସହେିପରି କଲେ, ଯେପରି ତାଙ୍କୁ ନିର୍ବ୍ଦେଶ ଦଇେଥିଲେ। ସେ ପ୍ରଦୀପଗୁଡିକୁ ସଜାଡି଼ଲେ, ଯେଉଁଥିପାଇଁ ସଗେୁଡିକ ଦୀପରୁଖାର ସମ୍ମୁଖ ସ୍ଥାନକୁ ଆଲୋକିତ କରିପାରିବେ।
Cross references
ଯାତ୍ରା ପୁସ୍ତକ 39:37
ଶୁଦ୍ଧ ସୁବର୍ଣ୍ଣର ଦ୍ବୀପ, ତହିଁରେ ଥିବା ସମସ୍ତ ସାମଗ୍ରୀ ଓ ଦୀପ ପାଇଁ ତୈଳ। ଦୀପବୃକ୍ଷ ତହିଁରେ ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତାହାର ସମସ୍ତ ଉପାଦାନ ଓ ଦୀପାର୍ଥକ ତୈ ଆଣିଲେ।
ଯାତ୍ରା ପୁସ୍ତକ 40:25
ଏହାପରେ ମାଶାେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୀପରୂଖା ରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।