Home Bibles ଗଣନା ପୁସ୍ତକ 8:21 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 8:21 · ଓଡ଼ିଆ ବାଇବେଲ

ପୁଣି ଲବେୀୟମାନେ ନିଜକୁ ଶୈାଚ କଲେ ଓ ନିଜ ନିଜ ବସ୍ତ୍ର ଧୌତ କଲେ। ତହୁଁ ହାରୋଣ ସମାନଙ୍କେୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯରୂପେ ଉତ୍ସର୍ଗ କଲେ ଓ ହାରୋଣ ସମାନଙ୍କେୁ ଶୁଚି କିବା ପାଇଁ ପ୍ରାଯଶ୍ଚିତ କଲେ।

Cross references

ଲେବୀୟ ପୁସ୍ତକ 14:11

ତହୁଁ ଶୁଚିକାରୀ ଯାଜକ ସହେି ଶାଧେନୀୟ ଲୋକକୁ ଓ ସହେିସବୁ ଦ୍ରବ୍ଯ ନଇେ ସମାଗମ-ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ସ୍ଥାପନ କରିବ।

ଗଣନା ପୁସ୍ତକ 3:12

ମୁଁ ତୁମ୍ଭକୁ କହିଥିଲି ଇଶ୍ରାୟେଲର ପ୍ରେତ୍ୟକକ ବଂଶର ପ୍ରଥମ ଜାତ ମାରେ ସବେକ ହବେ। ବର୍ତ୍ତମାନ ଲବେୀୟମାନେ ମାରେ ଅଧିକୃତ, ତେଣୁ ଇଶ୍ରାୟେଲୀୟମାନଙ୍କ ପ୍ରଥମ ଜାତ ପରିବର୍ତେ ଲବେୀୟମାନେ ମାରେ ହବେେ।

ଗଣନା ପୁସ୍ତକ 8:7

ସମାନଙ୍କେ ଶୂଚି କରିବାକୁ ଏହିରୂପେ କର। ସମାନଙ୍କେ ଉପରେ ଶୂଦ୍ଧ ଜଳ ସିଞ୍ଚନ କର ଓ ସମାନେେ ନିଜ ନିଜ ସମଗ୍ର ଶରୀର େକ୍ଷୗର କର ଏବଂ ବସ୍ତ୍ର ଧୋଇବେ। ଏହିପରି ସମାନେେ ନିଜକୁ ନିଜେ ଶୂଚି କରନ୍ତୁ।

ଗଣନା ପୁସ୍ତକ 8:11

ଆଉ ହାରୋଣ ଇଶ୍ରାୟେଲ-ସନ୍ତାନଗଣ ପକ୍ଷ ରେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ଉପହାର ରୂପେ ଉତ୍ସର୍ଗ କରିବ। ତହିଁରେ ସମାନେେ ସଦାପ୍ରଭୁଙ୍କର ସବୋ କରିବେ।

ଗଣନା ପୁସ୍ତକ 8:15

ପୁଣି ତୁମ୍ଭେ ସମାନଙ୍କେୁ ଶୁଚି କରି ଦୋଳନୀଯ ନବୈେଦ୍ଯ ରୂପେ ଉତ୍ସର୍ଗ କରିବ, ତା'ପରେ ସମାନେେ ସବୋକରିବା ନିମନ୍ତେ ସମାଗମ ତମ୍ବୁ ରେ ପ୍ରବେଶ କରିବେ।

ଗଣନା ପୁସ୍ତକ 19:12

ସେ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନ ରେ ନିଜକୁ ଶୁଚି ନକରେ ତବେେ ସେ ସପ୍ତମ ଦିନ ରେ ଶୁଚି ହବେ ନାହିଁ।

ଗଣନା ପୁସ୍ତକ 19:19

ତତ୍ପରେ ସହେି ଶୁଚିମନ୍ତ ଲୋକ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ସହେି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନ ରେ ସହେି ବ୍ଯକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳ ରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ଯା ସମୟରେ ସେ ଶୁଚି ହବେ।

Interlinear

Choose Theme