ପ୍ରେତ୍ୟକକ ରୂପା ପାତ୍ର 130 ଶକେଲ ପ୍ରେତ୍ୟକକ ରୂପାଗିନା ସତୁରି ଶକେଲ ଏହି ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଅଧିକୃତ ମାପ ଅନୁସାରେ ଷାଠିଏ ପାଉଣ୍ତ ଓଜନ ଥିଲା।
Cross references
ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ବର୍ଣ୍ଣ ଦଇେଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦଇେଅଛି। ମୁଁ ଏତେ ପରିମାଣ ରେ ପିତ୍ତଳ ଓ ଲୁହା ଦଇେଅଛି ଯେ, ତାହା ତୌଲ କରାୟାଇ ନ ପା ରେ। ମୁଁ କାଠ ଓ ପ୍ରସ୍ତର ମଧ୍ଯ ଦଇେଅଛି। ଶଲୋମନ, ତୁମ୍ଭେ ସେଥି ରେ ଆହୁରି ୟୋଗ କରିପାର।
ମୁଁ ଓଫୀରୁ ପ୍ରସ୍ତୁତ ତିନି ହଜାର ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ଦଇେଅଛି। ମୁଁ ସାତ ହଜାର ତାଳନ୍ତ ଶୁଦ୍ଧ ରେ ୗପ୍ୟ ଦଇେଅଛି। ଏହି ରେ ୗପ୍ୟ ମନ୍ଦିରର ଅଟ୍ଟାଳିକାଗୁଡ଼ିକର କାନ୍ଥର ଆବରଣ ନିମନ୍ତେ ଉଦ୍ଦିଷ୍ଟ।
ସମାନେେ ଏହି ସମସ୍ତ ବସ୍ତୁ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଦେଲେ : ପାଞ୍ଚ ହଜାର ତାଳନ୍ତ ଓ ଦଶ ହଜାର ତାରିକ୍ ମୁଦ୍ରା ଓ ଦଶ ହଜାର ତାଳନ୍ତ ରୂପା ଓ ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ।
ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇଶ୍ରାୟେଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ବରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସମାନଙ୍କେୁ ତୌଲି ଦଲେି।