ଗଣନା ପୁସ୍ତକ 7:77 · ଓଡ଼ିଆ ବାଇବେଲ
ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।
Cross references
ଗଣନା ପୁସ୍ତକ 2:27
ଦାନ ଗୋଷ୍ଠୀର ଛାଉଣୀ ପାଖ ରେ ଆଶରେ ଗୋଷ୍ଠୀର ଛାଉଣୀ ରହିବ; ଆକ୍ରଣର ପୁତ୍ର ପଗୀଯଲେ ଆଶରେ ସନ୍ତାନଗଣର ଅଧିପତି ହବେ।