Home Bibles ☰ Books ଗଣନା ପୁସ୍ତକ 7:59 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 7:59 · ଓଡ଼ିଆ ବାଇବେଲ

ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

Cross references

ଗଣନା ପୁସ୍ତକ 2:20

ଇଫ୍ରଯିମ ଗୋଷ୍ଠୀ ଛାଉଣୀର ପରେ ମନଃଶି ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲୀଯଲେ ମନଃଶି ଲୋକମାନଙ୍କର ଅଧିପତି ହବେ।

Interlinear

Choose Theme