Home Bibles ଗଣନା ପୁସ୍ତକ 7:35 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 7:35 · ଓଡ଼ିଆ ବାଇବେଲ

ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

Cross references

ଗଣନା ପୁସ୍ତକ 2:10

ରୁବନେ ବିଭାଗର ଛାଉଣୀର ଧ୍ବଜା ଦକ୍ଷିଣ ଦିଗକୁ ରହିବ। ଶଦଯେୂରର ପୁତ୍ର ଇଲୀଷୂର ରୁବନେ ଗୋଷ୍ଠୀର ଅଧିପତି ହବେ।

ଗଣନା ପୁସ୍ତକ 10:18

ତା'ପରେ ରୁବନେ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ପୁଣି ଶଦଯରେର ପୁତ୍ର ଇଲୀଷୂର ସମାନଙ୍କେର ଅଧିନାଯକ ଥିଲେ।

Interlinear

Choose Theme