Home Bibles ଗଣନା ପୁସ୍ତକ 5:30 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 5:30 · ଓଡ଼ିଆ ବାଇବେଲ

ଯଦି ଜଣେ ମନୁଷ୍ଯ ଏହି ବିଷଯ ରେ ତା'ର ସ୍ତ୍ରୀକୁ ସନ୍ଦହେ କରେ, ସେ ସହେି ସ୍ତ୍ରୀ କି ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରାଇବ, ପୁଣି ଯାଜକ ସହେି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ଯବସ୍ଥା ପାଳନ କରିବ।

Cross references

ଗଣନା ପୁସ୍ତକ 5:14

ଆଉ ଯବେେ ତା'ର ସ୍ବାମୀ ସନ୍ଦହେ କରେ, ଯେତବେେଳେ ସେ ନିଜକୁ କଳୁଷିତ କରିଥାଏ, ସେ ତାକୁ ସନ୍ଦହେ କରେ ଯେତବେେଳେ ସେ କଳୁଷିତ କର୍ମ କରିନଥାଏ।

Interlinear

Choose Theme