ଗଣନା ପୁସ୍ତକ 4:38 · ଓଡ଼ିଆ ବାଇବେଲ
ଆଉ ମଧ୍ଯ ଗେର୍ଶୋନ ବଂଶ ସନ୍ତାନଗଣର ଆପଣା ଆପଣା ପିତୃଗୃହ ଓ ବଂଶ ଅନୁସାରେ ଗଣା ହେଲେ।
Cross references
ଗଣନା ପୁସ୍ତକ 3:22
ଏମାନଙ୍କ ମଧିଅରେ ଓ ଏକମାସରୁ ଅଧିକ ବଯସ୍କ ବାଳକ ଗଣନା ଅନୁସାରେ 7,500 ହେଲେ।
ଦିତୀୟ ବଂଶାବଳୀ 31:17
ଯାଜକମାନଙ୍କୁ ସମାନଙ୍କେର ସଂଗୃହୀତ ବସ୍ତୁର ଅଂଶ ଦଆଯାଉ ଥିଲା। ଏହିସବୁ ବିଭିନ୍ନ ବଂଶରୁ, ଯେଉଁ ଅନୁୟାଯୀ ବଂଶ ଇତିହାସ ରେ ତାଲିକାଭୁକ୍ତ ହାଇେଛନ୍ତି, ତହିଁନୁୟାଯୀ କରାଯାଉଥିଲା। କୋଡ଼ିଏ ବଯସ୍କ ଓ ତଦୁଦ୍ଧର୍ବ ବଯସର ଲବେୀୟମାନେ ସମାନଙ୍କେର ସଂଗୃହୀତ ଅଂଶ ପାଉଥିଲେ। ଏହା ସମାନଙ୍କେର ଦାଯିତ୍ବ ଓ ସମାନଙ୍କେର ଦଳାନୁୟାଯୀ ନିରୂପଣ କରାଯାଉଥିଲା।