Cross references
ଆଦି ପୁସ୍ତକ 46:11
ଲବେୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।
ଯାତ୍ରା ପୁସ୍ତକ 31:6
ଅହଲୀଯାବକୁ ସାହାୟ୍ଯ କରିବା ପାଇଁ ମୁଁ ତାକୁ ବାଛିଅଛି। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନ ରେ ଭରପୁର କଲୁ। ମୁଁ ସମାନଙ୍କେର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛିଏବଂ ସମାନେେ ମାେ ପାଇଁ କାର୍ୟ୍ଯ କରିବେ।
ଗଣନା ପୁସ୍ତକ 1:51
ଯେତବେେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାୟିବ, ଲବେୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣିଥରେ ସ୍ଥାପନ କରିବା ଉଚିତ୍। ଲବେୀୟ ବ୍ଯତୀତ, ଅନ୍ୟ ଯେକହେି ସଠାେକୁ ୟାଏ, ତାକୁ ହତ୍ଯା କରାୟିବ।