Home Bibles ☰ Books ଗଣନା ପୁସ୍ତକ 34:29 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 34:29 · ଓଡ଼ିଆ ବାଇବେଲ

କିଣାନ ଦେଶ ରେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଅଧିକାର ବିଭାଗ କରି ଦବୋକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।

Cross references

ଗଣନା ପୁସ୍ତକ 34:18

ପୁଣି ତୁମ୍ଭମାନେେ ଦେଶ ଭାଗ କରିବା ନିମନ୍ତେ ପ୍ରେତ୍ୟକକ ଗୋଷ୍ଠୀବର୍ଗରୁ ଜଣେ ଜଣେ ନତେୃବର୍ଗ ବାଛିବ।

ଯିହୋଶୂୟ 19:51

ଏହିପରି ଭାବରେ ଇଶ୍ରାୟେଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିଯାସର ଯାଜକ, ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରୀତ ହେଲେ। ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାଗମ ତମ୍ବୁ ଦ୍ବାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସମାନେେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।

Interlinear

Choose Theme