Home Bibles ଗଣନା ପୁସ୍ତକ 34:15 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 34:15 · ଓଡ଼ିଆ ବାଇବେଲ

ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ୟରୀହୋ ପୂର୍ବଦିଗ ରେ ୟର୍ଦ୍ଦନର ଆରପାରି ରେ ସମାନଙ୍କେର ଅଧିକାର ପାଇଅଛନ୍ତି।

Cross references

ଗଣନା ପୁସ୍ତକ 32:32

ଆମ୍ଭମାନଙ୍କର ସୈନ୍ଯମାନେ ସଦାପ୍ରଭୁଙ୍କ ସମ୍ମୁଖ ରେ ୟର୍ଦ୍ଦନ ପାର ହାଇେ କିଣାନ ଦେଶକୁ ଯିବେ, କିନ୍ତୁ ଆମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରିକୁ ଅଧିକାର ରୂପେ ପାଇବୁ।

ଗଣନା ପୁସ୍ତକ 32:33

ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।

Interlinear

Choose Theme