Home Bibles ଗଣନା ପୁସ୍ତକ 33:20 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 33:20 · ଓଡ଼ିଆ ବାଇବେଲ

ପୁଣି ସମାନେେ ରିମ୍ମାନେ ପରେସରୁ ୟାତ୍ରା କରି ଲିବ୍ନା ରେ ଛାଉଣୀ ସ୍ଥାପନ କଲେ।

Cross references

ଗଣନା ପୁସ୍ତକ 31:6

ମାଶାେ ସହେି 12,000 ଲୋକଙ୍କୁ, ୟୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିଯାସରର ପୁତ୍ର ପୀନ୍ହସର ହସ୍ତ ରେ ପବିତ୍ର ପାତ୍ର ଓ ରଣତୂରୀ ଦଇେ ତାହାକୁ ସମାନଙ୍କେ ସଙ୍ଗେ ୟୁଦ୍ଧ କ୍ଷେତ୍ରକୁ ପଠାଇଲେ।

ଯିହୋଶୂୟ 10:29

ତା'ପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟବାସୀମାନେ ମକ୍କଦୋରକ୍ସ୍ଟ ଲିବ୍ନାକକ୍ସ୍ଟ ଗଲେ। ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।

ଯିଶାଇୟ 37:8

ପ୍ରଧାନ ସନୋପତି ଫରେିଗଲେ ଏବଂ ସେତବେେଳେ ସେ ଶୁଣିବାକୁ ପାଇଲେ ଯେ, ଅଶୂରର ରାଜା ଲାଖୀଶର ସନୋ ଛାଉଣୀ ଛାଡ଼ିଛନ୍ତି। ସନୋପତି ଲିବ୍ ନା ରେ ରାଜା ୟୁଦ୍ଧ କରୁଥିବାର ଦେଖିଲା।

Interlinear

Choose Theme