Home Bibles ଗଣନା ପୁସ୍ତକ 33:11 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 33:11 · ଓଡ଼ିଆ ବାଇବେଲ

ପୁଣି ସମାନେେ ସୂଫ ସମୁଦ୍ର ନିକଟରୁ ୟାତ୍ରା କରି ସୀନ୍ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।

Cross references

ଯାତ୍ରା ପୁସ୍ତକ 16:1

ଏହାପରେ ଇଶ୍ରାୟେଲର ସମସ୍ତ ସମାଜ ଏଲୀମ ଛାଡି ସୀନଯ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନଯର ମଝି ରେ ଥିଲା। ସମାନେେ ମିଶର ଛାଡିବାର ଦ୍ବିତୀୟ ମାସର ପଞ୍ଚଦଶ ଦିନ ରେ ସଠାେରେ ପହନ୍ଚିଲେ।

Interlinear

Choose Theme