Home Bibles ଗଣନା ପୁସ୍ତକ 32:25 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 32:25 · ଓଡ଼ିଆ ବାଇବେଲ

ତା'ପରେ ଗାଦ ସନ୍ତାନଗଣ ଓ ରୁବନେ ସନ୍ତାନଗଣ ମାଶାଙ୍କେୁ କହିଲେ, ଆମ୍ଭମାନେେ ତୁମ୍ଭର ଦାସ ଓ ତୁମ୍ଭେ ଆମ୍ଭର ମୂନିବ। ତୁମ୍ଭର ଆଜ୍ଞା ଅନୁସାରେ ଆମ୍ଭମାନେେ କର୍ମ କରିବୁ।

Cross references

ଯିହୋଶୂୟ 1:13

ମନରେଖ, ସଦାପ୍ରଭୁଙ୍କର ସବେକ ମାଶାେ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦଇେଥିଲେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ବିଶ୍ରାମ ସ୍ଥାନ ଦବେେ। ସେ ତୁମ୍ଭମାନଙ୍କୁ ଏହି ଦେଶ ଦବେେ।

ଯିହୋଶୂୟ 1:16

ତା'ପରେ ଯିହାଶୂେୟଙ୍କକ୍ସ୍ଟ ଉତ୍ତର ଦଇେ ଲୋକମାନେ କହିଲେ, ତୁମ୍ଭେ ଆମ୍ଭକକ୍ସ୍ଟ ଯେଉଁ ଆଦେଶ ଦଇେଅଛ, ଆମ୍ଭେ ତାହା ପାଳନ କରିବକ୍ସ୍ଟ। ଆପଣା ଯେଉଁଠାକକ୍ସ୍ଟ କହିବେ, ଆମ୍ଭେ ୟିବକ୍ସ୍ଟ।

Interlinear

Choose Theme