ଗଣନା ପୁସ୍ତକ 32:21 · ଓଡ଼ିଆ ବାଇବେଲ
ତୁମ୍ଭର ସୈନ୍ଯମାନେ ୟର୍ଦ୍ଦନ ଅତିକ୍ରମ କରି ଶତୃମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ, ଯେପର୍ୟ୍ଯନ୍ତ ସଦାପ୍ରଭୁ ତାଙ୍କର ଶତୃଗଣଙ୍କୁ ସହେି ଭୂମିରୁ ତଡି ଦଇେ ନାହାନ୍ତି।
Cross references
ଯିହୋଶୂୟ 1:13
ମନରେଖ, ସଦାପ୍ରଭୁଙ୍କର ସବେକ ମାଶାେ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦଇେଥିଲେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ବିଶ୍ରାମ ସ୍ଥାନ ଦବେେ। ସେ ତୁମ୍ଭମାନଙ୍କୁ ଏହି ଦେଶ ଦବେେ।