Home Bibles ଗଣନା ପୁସ୍ତକ 31:4 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 31:4 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଇଶ୍ରାୟେଲର ପ୍ରେତ୍ୟକକ ବଂଶରୁ ଏକ ସହସ୍ର ଲୋକ ୟୁଦ୍ଧ ପାଇଁ ସଂଗ୍ରହ କର।

Cross references

ଲେବୀୟ ପୁସ୍ତକ 26:8

ତୁମ୍ଭମାନଙ୍କ ମଧ୍ଯରୁ ପାଞ୍ଚ ଜଣ ଶତୃ ପକ୍ଷରୁ ଶ ହେ ଲୋକଙ୍କୁ ଘଉଡାଇ ଦବେେ ଓ ଶ ହେ ଜଣ ଦଶସହସ୍ର ଜଣଙ୍କୁ ଘଉଡାଇ ଦବେେ ତୁମ୍ଭମାନଙ୍କ ଖଡ୍ଗ ରେ ତୁମ୍ଭମାନଙ୍କର ଶତୃର ବିନାଶ ଘଟିବ।

ବିଚାରକର୍ତାମାନଙ୍କ ବିବରଣ 7:2

ଏହାପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ମିଦିଯନମାନଙ୍କୁ ପରାସ୍ତ କରିବା ପାଇଁ ମୁ ତୁମ୍ଭର ଲୋକମାନଙ୍କୁ ସହାୟ ହବେି। କିନ୍ତୁ ତୁମ୍ଭର ଏତେ ସୈନ୍ଯ ଅଛନ୍ତି ଯେ ମୁ ସମାନଙ୍କେୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ଯମାନେ ଭାବିବେ ଯେ, ସମାନେେ ନିଜ ଶକ୍ତି ବଳ ରେ ଶତୃମାନଙ୍କୁ ପରାସ୍ତ କରିଛନ୍ତି। ଇଶ୍ରାୟେଲର ଲୋକମାନେ ମାେତେ ଭୂଲିୟାଆନ୍ତକ୍ସ୍ଟ ବୋଲି ଓ ସମାନେେ ନିଜକକ୍ସ୍ଟ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତକ୍ସ୍ଟ ବୋଲି ମୁ ଗ୍ଭ ହେଁ ନାହିଁ।

ପ୍ରଥମ ଶାମୁୟେଲ 14:6

ଯୋନାଥନ ତାଙ୍କ ଆଜ୍ଞାକାରୀ ୟକ୍ସ୍ଟବକଙ୍କକ୍ସ୍ଟ ୟିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକକ୍ସ୍ଟ କହିଲେ, ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡକକ୍ସ୍ଟ ୟିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ଯବହାର କରି ସମାନଙ୍କେୁ ପରାସ୍ତ କରିପାରନ୍ତି, କାରଣ ଅଳ୍ପ ବା ବେଶୀ ସୈନ୍ଯ ହକ୍ସ୍ଟଅନ୍ତକ୍ସ୍ଟ ସଦାପ୍ରଭୁଙ୍କୁ ସମାନଙ୍କେୁ ରକ୍ଷା କରିବାରକ୍ସ୍ଟ କହେି ଅଟକାଇ ପାରିବ ନାହିଁ।

Interlinear

Choose Theme