ଗଣନା ପୁସ୍ତକ 30:16 · ଓଡ଼ିଆ ବାଇବେଲ
ପୁରୁଷ ଓ ତାହାର ସ୍ତ୍ରୀ ବିଷଯ ରେ, ପିତା ଓ ପିତ୍ରାଳଯର ୟୁବତୀ କନ୍ଯା ବିଷଯ ରେ ସଦାପ୍ରଭୁ ମାଶାଙ୍କେୁ ଏହିସବୁ ଆଜ୍ଞା ଦେଲେ।
Cross references
ଲେବୀୟ ପୁସ୍ତକ 11:46
ସମସ୍ତ ଯୋଗା ପ୍ରାଣୀ, ପକ୍ଷୀ ଓ ଅନ୍ୟ ପୃଥିବୀସ୍ଥିତ ପ୍ରାଣୀମାନଙ୍କ ବିଷଯ ରେ ଏହି ବ୍ଯବସ୍ଥା ସବୁ ଅଟେ। ସମସ୍ତ ଜଳଚର ଓ ଉରୋଗାମୀ ପ୍ରାଣୀମାନଙ୍କ ବିଷଯ ରେ ମଧ୍ଯ ଏହି ବ୍ଯବସ୍ଥା ଅଟେ।
ଲେବୀୟ ପୁସ୍ତକ 13:59
ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ଯ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷଯ ରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ଯବସ୍ଥା ଏହା ଅଟେ।
ଲେବୀୟ ପୁସ୍ତକ 14:54
କୁଷ୍ଠ ରୋଗର ଯେକୌଣସି ଘା' ଓ ଛଉର ଏହିସବୁ ବ୍ଯବସ୍ଥା।
ଲେବୀୟ ପୁସ୍ତକ 15:32
ଧାତୁ ସ୍ରାବ ଓ ବିର୍ୟ୍ଯ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହାଦ୍ବାରା ଅଶୁଚି ହୁଏ।
ଗଣନା ପୁସ୍ତକ 5:29
ଏହା ଇର୍ଷାଜନକ ବ୍ଯବସ୍ଥା, ଯଥା: ସ୍ତ୍ରୀ ସ୍ବାମୀର ଅଧୀନ ରେ ଥାଉ ଥାଉ ବିପଥଗାମୀ ହାଇେ ଅଶୁଚି ହେଲେ।