Home Bibles ☰ Books ଗଣନା ପୁସ୍ତକ 3:50 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 3:50 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ପୁତ୍ରଗଣ ପ୍ରଥମଜାତ ଲୋକମାନଙ୍କଠାରୁ ସେ ସହେି ମୂଲ୍ଯ ନେଲେ; ସେ ପବିତ୍ରସ୍ଥାନର ଶକେଲ ଅନୁସାରେ 1,365 ଶକେଲ ନେଲେ।

Cross references

ଗଣନା ପୁସ୍ତକ 3:46

ଇଶ୍ରାୟେଲ ରେ ଲବେୀୟମାନଙ୍କଠାରୁ 273 ଅଧିକ ପ୍ରଥମ ଜାତ ପୁରୁଷ ଅଛନ୍ତି, ଏହି ଅଧିକ ପ୍ରଥମଜାତ ପୁରୁଷଗଣ ନିଶ୍ଚଯ ମୁକୁଳା ଯିବେ।

ମାଥିଉଲିଖିତ ସୁସମାଚାର 20:28

ମନୁଷ୍ଯପୁତ୍ରଙ୍କ କ୍ଷେତ୍ର ରେ ତାହା ଏକାଭଳି। ମନୁଷ୍ଯପୁତ୍ର ଅନ୍ୟମାନଙ୍କଠାରୁ ସବୋ ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସବୋ କରିବା ପାଇଁ ଆସି ଅଛନ୍ତି। ମନୁଷ୍ଯପୁତ୍ର ଅନକେ ଲୋକଙ୍କ ମୁକ୍ତିର ମୂଲ୍ଯଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2:5

କବଳେ ଜଣେ ମାତ୍ର ପରମେଶ୍ବର ଅଛନ୍ତି। ମଣିଷ ପାଇଁ ପରମେଶ୍ବରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ଯସ୍ଥ ଅଛନ୍ତି। ସହେି ମଧ୍ଯସ୍ଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ।

ତୀତସଙ୍କ ପ୍ରତି ପତ୍ର 2:14

ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

ଏବ୍ରୀ 9:12

ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ରେ ଛଳେି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘନେି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।

ପିତରଙ୍କ ପ୍ରଥମ ପତ୍ 1:18

ତୁମ୍ଭେ ଜାଣିଛ ଯେ ଅତୀତ ରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସହେିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସପରେି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାଯୀ ଜିନିଷ ବଦଳ ରେ ନୁହେଁ,

ପିତରଙ୍କ ପ୍ରଥମ ପତ୍ 3:18

ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସହେି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ ଦଲୋ। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ଯୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା ରେ ସେ ପୁନର୍ଜୀବିତ ହେଲେ,

Interlinear

Choose Theme