Home Bibles ☰ Books ଗଣନା ପୁସ୍ତକ 3:41 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 3:41 · ଓଡ଼ିଆ ବାଇବେଲ

ମୁଁ ସଦାପ୍ରଭୁ, ମୁଁ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳ ରେ ଲବେୀୟମାନଙ୍କୁ ଗ୍ରହଣ କରିବୁ। ପୁଣି ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳ ରେ ଲବେୀୟମାନଙ୍କର ପଶୁ ଗ୍ରହଣ କରିବି।

Cross references

ଯାତ୍ରା ପୁସ୍ତକ 24:5

ଏହାପରେ ମାଶାେ ଇଶ୍ରାୟେଲର ୟୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁଁ ପଠାଇଲେ। ସହେି ୟୁବକଗଣ ପରମେଶ୍ବରଙ୍କ ନିକଟରେ ହାମବେଳି ଓ ମଙ୍ଗଳାର୍ଥକ ବଳି ସ୍ବରୂପେ ବୃଷଭମାନଙ୍କୁ ବଳିଦାନ ଦେଲେ।

ଯାତ୍ରା ପୁସ୍ତକ 32:26

ତେଣୁ ମାଶାେ ଛାଉଣୀ ଦ୍ବାରା ଦେଶ ରେ ଛିଡା ହାଇେ କହିଲେ, ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଚାହଁ ସମାନେେ ମାେ ପାଖକୁ ଆସ। ଏବଂ ଏଥି ରେ ଲବେୀ ବଂଶର ସମସ୍ତ ଲୋକ ମାଶାଙ୍କେ ନିକଟକୁ ଦୌଡ଼ିଲେ।

ଗଣନା ପୁସ୍ତକ 3:12

ମୁଁ ତୁମ୍ଭକୁ କହିଥିଲି ଇଶ୍ରାୟେଲର ପ୍ରେତ୍ୟକକ ବଂଶର ପ୍ରଥମ ଜାତ ମାରେ ସବେକ ହବେ। ବର୍ତ୍ତମାନ ଲବେୀୟମାନେ ମାରେ ଅଧିକୃତ, ତେଣୁ ଇଶ୍ରାୟେଲୀୟମାନଙ୍କ ପ୍ରଥମ ଜାତ ପରିବର୍ତେ ଲବେୀୟମାନେ ମାରେ ହବେେ।

ଗଣନା ପୁସ୍ତକ 3:13

ଯେତବେେଳେ ତୁମ୍ଭମାନେେ ମିଶର ରେ ଥିଲ, ସେତବେେଳେ ମୁଁ ମିଶରୀଯମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ଯା କରିଥିଲି। ଇଶ୍ରାୟେଲ ରେ ସମସ୍ତ ମନୁଷ୍ଯ ଓ ପଶୁର ପ୍ରଥମଜାତକୁ ମାେ ପାଇଁ ପବିତ୍ର କଲି। ସମାନେେ ସମସ୍ତେ ମାରେ ଅଧିକୃତ। ମୁଁ ସଦାପ୍ରଭୁ ଅଟେ।

ଗଣନା ପୁସ୍ତକ 3:45

ତୁମ୍ଭେ ସମସ୍ତ ଲବେୀୟ ଏବଂ ତାଙ୍କର ସମସ୍ତ ପଶୁ ଇଶ୍ରାୟେଲର ପ୍ରଥମଜାତ ଏବଂ ଇଶ୍ରାୟେଲର ପଶୁମାନଙ୍କ ପ୍ରଥମ ଜାତ ବଦଳ ରେ ଗ୍ରହଣ କର। ଆଉ ଲବେୀୟମାନେ ମାରେ ହବେେ, ମୁଁ ସଦାପ୍ରଭୁ ଅଟେ।

ଗଣନା ପୁସ୍ତକ 8:16

କାରଣ ସମାନେେ ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ ଆମ୍ଭ ଉବ୍ଦେଶ୍ଯ ରେ ସମ୍ପୂର୍ଣରୂପେ ଦତ୍ତ ଲୋକ, ଆମ୍ଭେ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ ସମସ୍ତ ପ୍ରଥମ ଜାତ ସନ୍ତାନ ବଦଳ ରେ ସମାନଙ୍କେୁ ଆପଣା ନିମନ୍ତେ ଗ୍ରହଣ କଲୁ।

ଗଣନା ପୁସ୍ତକ 18:15

ସମାନେେ ମନୁଷ୍ଯ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସମାନେେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ଯର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍।

ମାଥିଉଲିଖିତ ସୁସମାଚାର 20:28

ମନୁଷ୍ଯପୁତ୍ରଙ୍କ କ୍ଷେତ୍ର ରେ ତାହା ଏକାଭଳି। ମନୁଷ୍ଯପୁତ୍ର ଅନ୍ୟମାନଙ୍କଠାରୁ ସବୋ ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସବୋ କରିବା ପାଇଁ ଆସି ଅଛନ୍ତି। ମନୁଷ୍ଯପୁତ୍ର ଅନକେ ଲୋକଙ୍କ ମୁକ୍ତିର ମୂଲ୍ଯଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2:6

ଯୀଶୁ ସବୁ ଲୋକଙ୍କ ପାପ ଲାଗି ନିଜକୁ ଦାନ କରି ଦଇେଥିଲେ। ଯୀଶୁ ନିଜେ ହେଉଛନ୍ତି ଏହାର ପ୍ରମାଣ ଯେ, ପରମେଶ୍ବର ସମସ୍ତ ଲୋକଙ୍କର ଉଦ୍ଧାର ଚାହାଁନ୍ତି।

Interlinear

Choose Theme