Home Bibles ଗଣନା ପୁସ୍ତକ 3:30 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 3:30 · ଓଡ଼ିଆ ବାଇବେଲ

ଇଲୀପାପନ୍ ଉଷୀଯଲରେ ପୁତ୍ର କହାତୀଯ ପରିବାରବର୍ଗର ଅଧିପତି ହବେ।

Cross references

ଯାତ୍ରା ପୁସ୍ତକ 6:22

ଉଷୀଯଲରେ ସନ୍ତାନ ମୀଶାଯଲେ ଓ ଇଲୀଷାଫନ୍ ଓ ସିଥ୍ରି।

ଲେବୀୟ ପୁସ୍ତକ 10:4

ଏହାପରେ ମାଶାେ ହାରୋଣଙ୍କର କକା ଉଷୀଯଲରେ ପୁତ୍ର ମୀଖାଯଲକେୁ ଓ ଇଲୀଷାଫନକୁ ଡାକିଲେ ଏବଂ କହିଲେ, ତୁମ୍ଭମାନେେ ପବିତ୍ର ସ୍ଥାନର ସମ୍ମୁଖକୁ ୟାଅ ଓ ତୁମ୍ଭମାନଙ୍କର ସଂପର୍କୀଯ ଭାଇମାନଙ୍କର ଶବକୁ ଛାଉଣୀର ବାହାରକୁ ନଇୟୋଅ।

ଗଣନା ପୁସ୍ତକ 4:4

ସମାଗମ ତମ୍ବୁ ରେ ମହାପବିତ୍ର ଦ୍ରବ୍ଯାଦିର ଯତ୍ନ ନବୋ କହାତ ପରିବାରବର୍ଗର କାର୍ୟ୍ଯ ଅଟେ।

ଗଣନା ପୁସ୍ତକ 4:15

ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।

Interlinear

Choose Theme