Home Bibles ଗଣନା ପୁସ୍ତକ 3:23 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 3:23 · ଓଡ଼ିଆ ବାଇବେଲ

ଗେର୍ଶୋନୀଯ ପରିବାରବର୍ଗ ପଶ୍ଚିମ ଦିଗ ରେ ପବିତ୍ର ତମ୍ବୁର ପଶ୍ଚାତ ଭାଗ ରେ ଛାଉଣୀ ସ୍ଥାପନ କରିବେ।

Cross references

ଗଣନା ପୁସ୍ତକ 1:53

କିନ୍ତୁ ଲବେୀୟମାନେ ନିଯମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେଓ ସମାନେେ ନିଯମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ବରଙ୍କର କୋରଧ, ଇଶ୍ରାୟେଲର ଲୋକମାନଙ୍କ ଉପରେ ବ୍ଯାପିବ ନାହିଁ।

ଗଣନା ପୁସ୍ତକ 2:17

ଏହାପରେ ଲବେୀୟମାନଙ୍କ ଛାଉଣୀ ସହିତ ସମାଗମ ତମ୍ବୁ ଛାଉଣୀ ମାନଙ୍କ ମଧ୍ଯବର୍ତ୍ତୀ ହାଇେ ଅଗ୍ରସର ହବେ। ସମାନେେ ସହେି ନିଯମ ରେ ଅଗ୍ରସର ହବେେ, ଯେପରି ଛାଉଣୀ ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ବଜା ପାଖ ରେ ସର୍ବଦା ରହିବେ।

Interlinear

Choose Theme