ଗଣନା ପୁସ୍ତକ 29:21 · ଓଡ଼ିଆ ବାଇବେଲ
ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
Cross references
ଗଣନା ପୁସ୍ତକ 29:6
ଅମାବାସ୍ଯା ରେ ନିତ୍ଯ ହାମବେଳି ସହିତ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହବେ।