Home Bibles ଗଣନା ପୁସ୍ତକ 28:30 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 28:30 · ଓଡ଼ିଆ ବାଇବେଲ

ଆଉ ତୁମ୍ଭମାନଙ୍କ ପ୍ରାଯଶ୍ଚିତ କରଣାର୍େଥ ଏକ ଛାଗ ଉତ୍ସର୍ଗ କରିବ;

Cross references

ଗଣନା ପୁସ୍ତକ 15:24

ଯଦି ତାହା ମଣ୍ତଳୀର ଆଗୋଚର ରେ ଭ୍ରାନ୍ତି ରେ ହାଇେଥାଏ ତବେେ ସମସ୍ତ ମଣ୍ତଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ହାମେ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ଯ ନବୈେଦ୍ଯ ଓ ତହିଁର ପଯେ ନବୈେଦ୍ଯ ଏବଂ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଅର୍ପଣ କରିବା ଉଚିତ୍।

ଗଣନା ପୁସ୍ତକ 28:15

ହାମବେଳି ଓ ପଯେ ନବୈେଦ୍ଯ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବ।

ଗଣନା ପୁସ୍ତକ 28:22

ତୁମ୍ଭ ପାଇଁ ପ୍ରାଯଶ୍ଚିତ କରିବାକୁ ପାପାର୍ଥକ ନବୈେଦ୍ଯ ରୂପେ ଏକ ଛାଗ ଉତ୍ସର୍ଗ କରିବା ଉଚିତ୍।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:21

ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।

ଗାଲାତୀୟଙ୍କ ପ୍ରତି ପତ୍ର 3:13

ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କଲେ। ଶାସ୍ତ୍ର କୁ ହେ: ଯେଉଁ ଲୋକର ଶରୀରକୁ ଗଛ ରେ ଟାଙ୍ଗି ଦିଆ ଯାଏ,276 ସେ ଲୋକଟି ଅଭିଶାପଗ୍ରସ୍ତ।277

ପିତରଙ୍କ ପ୍ରଥମ ପତ୍ 2:24

ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।

ପିତରଙ୍କ ପ୍ରଥମ ପତ୍ 3:18

ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସହେି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ ଦଲୋ। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ଯୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା ରେ ସେ ପୁନର୍ଜୀବିତ ହେଲେ,

Interlinear

Choose Theme