ଗଣନା ପୁସ୍ତକ 25:15 · ଓଡ଼ିଆ ବାଇବେଲ
ପୁଣି ସହେି ମିଦିଯନୀଯା ସ୍ତ୍ରୀଲୋକ ୟିଏ ଇଶ୍ରାୟେଲ ପୁତ୍ର କସବୀ ସହିତ ହତ ହାଇେଥିଲା। ସେ ସୂରର କନ୍ଯା ଥିଲା। ସୂର ମିଦିଯନୀଯ ପରିବାରବର୍ଗର ଏକ ମୁଖ୍ଯ ଥିଲା।
Cross references
ଗଣନା ପୁସ୍ତକ 25:18
ସମାନେେ ପିୟୋର ରେ ତୁମ୍ଭକୁ ଠକି ଦେଲେ। ସମାନେେ ମିଦିଯନୀଯ ନେତାର କନ୍ଯା କସବୀ ସହିତ ତୁମ୍ଭକୁ ଠକି ଦଇେଛନ୍ତି। ସହେି ସ୍ତ୍ରୀ ଲୋକଟି ମହାମାରୀ ରେ ନହିତ ହେଲା। ଯାହା ଶିଯୋର ରେ ଘଟିଥିଲା, ତାହା ମହାମାରୀର କାରଣ ଥିଲା।
ଗଣନା ପୁସ୍ତକ 31:8
ସମାନେେ ଇବି, ରକେମ୍, ସୂର, ହୂର ଓ ରବୋ ଏହି ପାଞ୍ଚଜଣ ମିଦାଯନୀଯ ରାଜାଙ୍କୁ ହତ୍ଯା କଲେ। ଆଉ ମଧ୍ଯ ବିଯୋରର ପୁତ୍ର ବିଲିଯମକୁ ମଧ୍ଯ ସମାନେେ ଖଡ୍ଗ ରେ ହତ୍ଯା କଲେ।
ଯିହୋଶୂୟ 13:21
ଏହିପରି ସମତଳର ସମସ୍ତ ନଗରକକ୍ସ୍ଟ ମିଶାଇ ଓ ଇ ମାରେୀଯର ରାଜା ସୀହାନେ, ୟିଏ ହିଷ୍ବୋନ ରେ ରାଜତ୍ବ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକକ୍ସ୍ଟ ମିଶାଇ ଏହି ଦେଶ ଗଠିତ ହେଲା। ମାଶାେ ତାଙ୍କୁ ଓ ମିଦୀଯୋନର ନତେୃବର୍ଗ ଓ ସୀହାନରେ ରାଜପକ୍ସ୍ଟତ୍ରମାନଙ୍କୁ ମଧ୍ଯ ଇବି, ରକମେ, ସୂର, ହର ଓ ରବୋକକ୍ସ୍ଟ ପରାସ୍ତ କଲେ।