ପରମେଶ୍ବର ସ୍ବପ୍ନ ରେ ବିଲିଯମ ନିକଟରେ ଆବିର୍ଭାବ ହେଲେ ଏବଂ ତାଙ୍କୁ ପଚାରିଲେ, ତୁମ୍ଭ ସହିତ ବସବାସ କରୁଥିବା ଏହି ଲୋକମାନେ କିଏ?
Cross references
ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଡାକିଲେ, ତୁମ୍ଭେ କେଉଁଠା ରେ?
ଏହାପରେ ସଦାପ୍ରଭୁ କଯିନକୁ କହିଲେ, ତୁମ୍ଭର ଭାଇ ହବେଲ କେଉଁଠି?
ସଦାପ୍ରଭୁଙ୍କର ଦୂତ କହିଲେ, ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?
କିନ୍ତୁ ଏକ ରାତି ରେ, ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀ ଲୋକକୁ ଆଣିଛ ସେ ବିବାହିତା।
ସହେି ରାତି ରେ ପରମେଶ୍ବର ଲାବନକୁ ସ୍ବପ୍ନ ରେ ଦର୍ଶନ ଦେଲେ। ପରମେଶ୍ବର କହିଲେ, ସାବଧାନ ହୁଅ! ଯାକୁବ କହିଥବା ପ୍ରେତ୍ୟକକ କଥାପାଇଁ ସାବଧାନ ହୁଅ।
ଏହାପରେ ଯୋଷଫେ ଫାରୋଙ୍କୁ କହିଲେ, ସହେି ଦୁଇଟି ସ୍ବପ୍ନ ଏକା ପ୍ରକାର। ଯାହା ଶିଘ୍ର ଘଟିବାକୁ ଯାଉଛି ତାହା ପରମେଶ୍ବର ତୁମ୍ଭକୁ କହୁଛନ୍ତି।
କିନ୍ତୁ ପରମେଶ୍ବର ମାଶାଙ୍କେୁ କହିଲେ, ତୁମ୍ଭ ହାତ ରେ କ'ଣ ଅଛି?
ସହେି ରାତ୍ରି ରେ ପରମେଶ୍ବର ବିଲିଯମ ନିକଟକୁ ଆସିଲେ ଏବଂ କହିଲେ, ଯଦି ଏହି ଲୋକମାନେ ତୁମ୍ଭକୁ ସମାନଙ୍କେ ସଙ୍ଗ ରେ ୟିବାକୁ ଅନୁ ରୋଧ କରୁଛନ୍ତି, ତୁମ୍ଭେ ୟାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହାହିଁ କରିବା ଉଚିତ୍।
ତା'ପରେ ଭବିଷ୍ଯଦ୍ବକ୍ତା ଯିଶାଇୟ ରାଜା ହିଜକିଯଙ୍କ ନିକଟକୁ ଆସି ପଚାରିଲେ, ଏହି ଲୋକମାନେ କ'ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?
ଏବଂ ଆପଣ ସ୍ବପ୍ନ ରେ ଦେଖିଲେ କୌଣସି ଲୋକଦ୍ବାରା ଛଦେିତ ହାଇେ ନଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସହେି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୁର୍ଣ୍ଣ କଲା। ତେଣୁ ଯାହା ଏହାପ ରେ ଘଟିବ ତାହା ମହାନ୍ ପରମେଶ୍ବର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ବପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ଯ।
ରାଜାଙ୍କ ମୁଖରୁ କଥା ଶଷେ ନ ହେଉଣୁ, ଏହି ସ୍ବର୍ଗୀଯବାଣୀ ହେଲା, ହେ ରାଜା ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି ଯେ ତୁମ୍ଭଠାରୁ ରାଜ୍ଯ କାଢି ନିଆଗଲା।
ସହେି ଶଷେ ଦିନ ରେ ଅନକେ ଲୋକ ମାେତେ ପଚାରିବେ, 'ପ୍ରଭୁ, ଆମ୍ଭେ କ'ଣ ତୁମ୍ଭ ନାମ ରେ ଭବିଷ୍ଯଦ୍ବାଣୀ କରି ନଥିଲୁ? ତୁମ୍ଭ ନାମ ରେ କ'ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦଇେ ନଥିଲୁ? ଆମ୍ଭେ କ'ଣ ତୁମ୍ଭ ନାମ ରେ ଅନକେ ଆଶ୍ଚର୍ୟ୍ଯଜନକ କାମ କରି ନଥିଲୁ?
ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ଯଦ୍ବକ୍ତାମାନେ ବାହାରିବେ। ସମାନେେ ବହୁତ ବଡ଼ ବଡ଼ ଆଶ୍ଚର୍ୟ୍ଯଜନକ କାମ କରିବେ ଓ ଚ଼ମତ୍କାର ପ୍ରତର୍ଶନ କରିବେ। ଯଦି ସମ୍ଭବ ହୁଏ, ତବେେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନଙ୍କୁ ମଧ୍ଯ ସମାନେେ ବୋକା ବନଇେ ଦବୋକୁ ଚେଷ୍ଟା କରିବେ।
କଯାଫା ନିଜେ ସହେି କଥା ଭାବି ପାରି ନଥିଲେ। ଯେ ସେ ବାସ୍ତବ ରେ ଭବିଷ୍ଯଦ୍ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦବେେ।