ଗଣନା ପୁସ୍ତକ 22:39 · ଓଡ଼ିଆ ବାଇବେଲ
ଏହାପରେ ବିଲିଯମ ବାଲାକ୍ ସହିତ ଗମନ କରି କିରିଯତ ହୁଷୋତର ଉପସ୍ଥିତ ହେଲା।
Cross references
ଯିଶାଇୟ 16:12
ମାୟୋବର ଲୋକମାନେ ସମାନଙ୍କେର ପ୍ରାର୍ଥନା ସ୍ଥଳୀକୁ ଯିବେ। ସଠାେ ରେ ସମାନେେ ପ୍ରାର୍ଥନା କରିବାକୁ ଚେଷ୍ଟା କରିବେ। ମାତ୍ର ସମାନେେ ଏତେ ଦୁର୍ବଳ ଯେ ସେଥି ରେ ସମାନେେ କୃତାର୍ଥ ହବେେ ନାହିଁ।