Home Bibles ଗଣନା ପୁସ୍ତକ 22:33 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 22:33 · ଓଡ଼ିଆ ବାଇବେଲ

ତୁମ୍ଭର ଗଧ ମାେତେ ଦେଖି ତିନିଥର ମାେ ସମ୍ମୁଖରୁ ଚାଲିଗଲା। ସେ ଯବେେ ମାେ ସମ୍ମୁଖରୁ ଫରେି ୟାଇନଥାନ୍ତା, ତବେେ ନିଶ୍ଚଯ ମୁଁ ଗଧକୁ ଜୀବିତ ରଖି ତୁମ୍ଭଙ୍କୁ ବଧ କରିଥାନ୍ତି।

Cross references

ଗଣନା ପୁସ୍ତକ 14:37

ଯେଉଁମାନେ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ସେ ଦେଶର ଅପଖ୍ଯାତି ପ୍ରଚାର କରିଥିଲେ, ସମାନେେ ସଦାପ୍ରଭୁଙ୍କ ଉପସ୍ଥିତ ରେ ମହାମାରୀ ଦ୍ବାରା ମଲେ।

ଗଣନା ପୁସ୍ତକ 16:33

ଏହିରୂପେ ସମାନେେ ଜିଅନ୍ତା କବର ନେଲେ ଓ ପୃଥିବୀ ସମାନଙ୍କେୁ ଚାପି ଦଲୋ। ଏଥି ରେ ସମାନେେ ମଣ୍ତଳିରୁ ପୋଛି ହାଇଗେଲେ।

ପ୍ରଥମ ରାଜାବଳୀ 13:24

ଗୃହ ଅଭିମୁଖେ ୟାତ୍ରା କରୁଥିବା ସମୟରେ ପଥ ମଧିଅରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସହେି ପଥ ମଧିଅରେ ପଡି ରହିଲା! ଗଧ ଓ ସିଂହ ସହେି ଶବ ନିକଟରେ ଛିଡା ହାଇେ ରହିଲେ।

Interlinear

Choose Theme