Home Bibles ଗଣନା ପୁସ୍ତକ 21:8 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 21:8 · ଓଡ଼ିଆ ବାଇବେଲ

ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ବାରା ଦଂଶିତ ହାଇେଥିବା ଲୋକମାନେ ମୃତ୍ଯୁବରଣ କରିବେ ନାହିଁ। ଯଦି ସମାନେେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।

Cross references

ଦିତୀୟ ରାଜାବଳୀ 18:4

ସେ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କରି ଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶରୋ ମୂର୍ତ୍ତୀ ଗୁଡିକୁ କାଟି ପକାଇଲେ। ପୁଣି ମାଶାେ ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ଯ ରେ ଇଶ୍ରାୟେଲ ସନ୍ତାନଗଣ ସହେି ସମୟ ପର୍ୟ୍ଯନ୍ତ ଧୂପ ଜଳାଉଥିଲେ। ଏହାର ନାମ ନହୁଷ୍ଟର୍ନ ରଖିଲେ।

ଗୀତସଂହିତା 106:43

ଅନକେ ଥର ପରମେଶ୍ବର ସମାନଙ୍କେୁ ଉଦ୍ଧାର କଲେ। ମାତ୍ର ସମାନେେ କ୍ରମାଗତ ପରମେଶ୍ବରଙ୍କ ବିଦ୍ରୋହୀ ହେଲେ ଏବଂ ଆପଣା ଇଚ୍ଛାନୁସାରେ କାର୍ୟ୍ଯରେ ବହୁତ ଗଭୀର ପର୍ୟ୍ଯନ୍ତ ବୁଡ଼ିଗଲେ।

ଗୀତସଂହିତା 145:8

ସଦାପ୍ରଭୁ ଅତ୍ଯନ୍ତ ଦୟାବାନ, ସହାନୁଭୂତିଶୀଳ, ର୍ଧୈୟ୍ଯଶୀଳ ଏବଂ ସ୍ନହେଶୀଳ।

ଯୋହନଲିଖିତ ସୁସମାଚାର 3:14

ମାଶାେ ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। ଠିକ୍ ସହେିପରି ମନୁଷ୍ଯପୁତ୍ର ମଧ୍ଯ ଉପରକୁ ଉଠାଯିବେ।

Interlinear

Choose Theme