ଗଣନା ପୁସ୍ତକ 21:11 · ଓଡ଼ିଆ ବାଇବେଲ
ତାହାପରେ ଓବୋତରୁ ୟାତ୍ରା କରି ପୂର୍ବ ଦିଗ ରେ ମାୟୋବର ପୂର୍ବଦିଗସ୍ଥିତ ମରୁଭୂମିରେ ଇଯୀ ଅବାରୀମ ରେ ଛାଉଣୀ ସ୍ଥାପନ କଲେ।
Cross references
ଗଣନା ପୁସ୍ତକ 33:43
ତା'ପରେ ସମାନେେ ପୂନୋନରୁ ତ୍ଯାଗ କରି ଓବୋତ ରେ ଛାଉଣୀ ସ୍ଥାପନ କଲେ।
ଗଣନା ପୁସ୍ତକ 33:44
ତହୁଁ ସମାନେେ ଓବୋତରୁ ୟାତ୍ରା କରି ମାଯାେବ ସୀମାସ୍ଥିତ ଇଯୀ-ଅବାରୀମ ରେ ଛାଉଣୀ ସ୍ଥାପନ କଲେ।