ଗଣନା ପୁସ୍ତକ 20:27 · ଓଡ଼ିଆ ବାଇବେଲ
ତହୁଁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମାଶାେ ହାରୋଣ ଓ ଇଲିଯାଶର ଇଶ୍ରାୟେଲର ସମସ୍ତ ମଣ୍ତଳୀଙ୍କ ସମ୍ମୁଖ ରେ ହାରେ ପର୍ବତକୁ ଉଠିଲେ।
Cross references
ଗଣନା ପୁସ୍ତକ 21:4
ତା'ପରେ ସମାନେେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହାରେ ପର୍ବତରୁ ଲୋହିତ ସାଗର ପଥ ଦଇେ ୟାତ୍ରା କଲେ। ପୁଣି ଦୀର୍ଘପଥ ୟୋଗୁଁ ସମାନେେ ର୍ଧୈୟ୍ଯହରା ହାଇଗେଲେ।