Home Bibles ଗଣନା ପୁସ୍ତକ 2:32 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 2:32 · ଓଡ଼ିଆ ବାଇବେଲ

ସମାନେେ ସବୁ ଇଶ୍ରାୟେଲ ଲୋକମାନେ ଓ ସମାନେେ ନିଜର ପିତୃଗୃହ ଅନୁସାରେ ଗଣ୍ଯ ହେଲେ। ସମାନଙ୍କେର ଛାଉଣୀର ମାଟେ ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 6,03,500

Cross references

ଯାତ୍ରା ପୁସ୍ତକ 12:37

ଇଶ୍ରାୟେଲୀୟ ଲୋକମାନେ ରମିଷେଷ୍ଠାରୁ ସୁକ୍କୋତ୍କୁ ୟାତ୍ରା କଲେ। ସମାନେେ ପିଲାମାନଙ୍କୁ ଛାଡି ମାଟେ ରେ 6,00,000 ଲୋକ ଥିଲେ।

ଯାତ୍ରା ପୁସ୍ତକ 38:26

ଯେତେ ଲୋକ ଗଣତି ହାଇେଥିଲେ, ସମାନଙ୍କେର ବଯସ ଥିଲା କୋଡିଏ ବର୍ଷ ବା ତଦୁଦ୍ଧର୍‌ବ। ସମାନଙ୍କେର ସଂଖ୍ଯା ଥିଲା 6,03,550। ସମାନେେ ପ୍ରେତ୍ୟକକ ଏକ ଦୁଇ ବକୋ ଅର୍ଥାତ୍ ପବିତ୍ର ସ୍ଥାନର କାର୍ୟ୍ଯାଳଯ ମାପ ଓଜନ ହାଇେଥିବା ସକେଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶକେଲ ଦଇେଥିଲେ।

ଗଣନା ପୁସ୍ତକ 1:46

ଗଣନା ଅନୁସାରେ ସମସ୍ତ ମନୁଷ୍ଯଙ୍କ ସଂଖ୍ଯା 6,03,550 ହୋଲା।

ଗଣନା ପୁସ୍ତକ 2:9

ଯିହୁଦା ଛାଉଣୀର ସମୁଦାଯ ସୈନ୍ଯ ସଂଖ୍ଯା 1,86,400 ସମାନେେ ପ୍ରଥମେ ଅଗ୍ରସର ହବେେ।

ଗଣନା ପୁସ୍ତକ 11:21

ତବେେ ମାଶାେ କହିଲେ, ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧିଅରେ ଅଛି ସମାନେେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, 'ଆମ୍ଭେ ସମାନଙ୍କେୁ ମାଂସ ଦବୋ, ସମାନେେ ତାହା ସମ୍ପୂର୍ଣ ଏକ ମାସ ଖାଇବେ!'

ଗଣନା ପୁସ୍ତକ 26:51

ଇଶ୍ରାୟେଲୀୟ ପୁରୁଷମାନଙ୍କ ସଂଖ୍ଯା 6,01,730 ଥିଲା।

Interlinear

Choose Theme