ଗଣନା ପୁସ୍ତକ 18:29 · ଓଡ଼ିଆ ବାଇବେଲ
ଇଶ୍ରାୟେଲର ଲୋକମାନେ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦବେେ, ତୁମ୍ଭମାନେେ ତହିଁରୁ ସର୍ବୋତ୍ତମ ଓ ପବିତ୍ରତମ ଅଂଶ ମନୋନୀତ କରି ଦଶମାଂଶ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ।
Cross references
ଆଦି ପୁସ୍ତକ 45:18
ତାଙ୍କୁ କୁହ, ତୁମ୍ଭର ପିତା ଏବଂ ତାଙ୍କର ପରିବାର ଧରି ଏଠାକୁ ଆସନ୍ତୁ। ମୁଁ ସମାନଙ୍କେୁ ମିଶରର ସବୁଠାରୁ ଉତ୍ତମ ଭୂମି ଦବେି ଏବଂ ସମାନେେ ଏଠା ରେ ଥିବା ପର୍ୟ୍ଯନ୍ତ ଆମ୍ଭର ଖାଦ୍ୟ ଖାଇବେ।
ଯାତ୍ରା ପୁସ୍ତକ 29:28
ଇଶ୍ରାୟେଲୀୟମାନେ ସର୍ବଦା ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ଏହିସବୁ ଅଂଶ ଦବେେ। ଯେତବେେଳେ ଇଶ୍ରାଯୋଲର ଲୋକମାନେ ସହେିସବୁ ନବୈେଦ୍ଯ ଦବେେ ସହେି ସମୟରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ଏହିସବୁ ଅଂଶ ପାଇବେ। ସମାନେେ ଯାଜକକୁ ଯେତବେେଳେ ଏହିସବୁ ଅଂଶ ଦବେେ, ଏହା ୟାୟକମାନଙ୍କ ଦ୍ବାରା ଗ୍ରହଣ କରାୟିବ।