ତା'ପରେ ମାଶାେ ଏହା ଶୁଣି ନିଜକୁ ନମ୍ର କରି ମୁହଁ ମାଡି ପଡି ରହିଲେ।
Cross references
ତହିଁରେ ମାଶାେ ଓ ହାରୋଣ ଏତେ ବ୍ଯତିବ୍ଯସ୍ତ ହାଇଗେଲେ ଯେ, ସମାନେେ ଇଶ୍ରାୟେଲର ଲୋକମାନଙ୍କ ଆଗ ରେ ମୁଁହ ମାଡି ଭୂମିରେ ପଡିଗଲେ।
ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?
ତୁମ୍ଭମାନେେ ଏହି ମଣ୍ତଳୀ ମଧ୍ଯରୁ ଉଠିୟାଅ, ଆମ୍ଭେ ଏକା ନିମିଷ ରେ ସମାନଙ୍କେୁ ସଂହାର କରିବା। ଏଥି ରେ ମାଶାେ ଓ ହାରୋଣ ମୁହଁ ମାଡି ପଡିଲେ।
ଏଥି ରେ ମାଶାେ ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ ତମ୍ବୁର ଦ୍ବାରକୁ ୟାଇ ମୁହଁ ମାଡି ପଡିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସମାନଙ୍କେ ପ୍ରତି ପ୍ରକାଶିତ ହେଲା।
ଯେତବେେଳେ ୟିହୋଶୂଯ ଏହା ଶୁଣିଲେ। ସେ ତାଙ୍କର ଦକ୍ସ୍ଟଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକକ୍ସ୍ଟ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିକଟରେ ମଥାମାଡି ଭୂମିରେ ପଡି ରହିଲେ। ଯିହାଶୂେୟ ଇଶ୍ରାୟେଲର ନତେୃବର୍ଗଙ୍କ ସହିତ ସଠାେରେ ରହିଲେ, ଯେଉଁମାନେ ସନ୍ଧ୍ଯା ପର୍ୟ୍ଯନ୍ତ ଦକ୍ସ୍ଟଃଖ ଜଣାଇ ସମାନଙ୍କେର ମସ୍ତକରେ ଧୂଳି ଫିଙ୍ଗିଲେ।
ଏବଂ ସମାନେେ ଯେତବେେଳେ ସଂହାର କରୁଥିଲେ, ଏକମାତ୍ର ମାେତେ ଛାଡ଼ି ଦିଆଗଲା। ତହିଁରେ ମୁଁ ତଳେ ମୁହଁ ମାଡ଼ି କ୍ରନ୍ଦନ କଲି, ହେ ସଦାପ୍ରଭୁ, ମାରେ ପ୍ରଭୁ, ତୁମ୍ଭେ କ'ଣ ୟିରୁଶାଲମ ଉପ ରେ କୋପ କରି ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକମାନଙ୍କୁ ବିନାଶ କରିବ ?