Home Bibles ☰ Books ଗଣନା ପୁସ୍ତକ 16:18 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 16:18 · ଓଡ଼ିଆ ବାଇବେଲ

ତେଣୁ ସମାନେେ ପ୍ରେତ୍ୟକକ ନିଜନିଜ ବିଶଷେ ଅଙ୍ଗାରଧାନୀ ନଇେ ତହିଁରେ ଅଗ୍ନି ଦେଲେ। ପୁଣି ତାହା ଉପରେ ଧୂପ ଥୋଇ ମାଶାେ ଓ ହାରୋଣଙ୍କ ସହିତ ସମାଗମ ତମ୍ବୁ ନିକଟରେ ଠିଆ ହେଲେ।

Cross references

ଲେବୀୟ ପୁସ୍ତକ 16:12

ଆଉ ସେ ସାଦାପ୍ରଭୁଙ୍କ ସମ୍ମୁଖସ୍ଥ ୟଜ୍ଞବଦେୀରୁ ପ୍ରଜ୍ଜ୍ବଳିତ ଅଙ୍ଗାର ଉହ୍ନଇେ ରେ ପୂର୍ଣ୍ଣ କରି ଓ ମୁଠିଏ ଚୁର୍ଣ୍ଣ ସୁଗନ୍ଧିଧୂପ ନଇେ ବିଚ୍ଛଦେ ବସ୍ତ୍ର ରେ ଭିତରକୁ ୟିବ।

ଲେବୀୟ ପୁସ୍ତକ 16:13

ସଦାପ୍ରଭୁଙ୍କ ସମ୍ମୁଖ ରେ ଅଗ୍ନି ଉପରେ ସେ ସୁଗନ୍ଧିଧୂପ ଦବୋ ଉଚିତ୍। ତାହାଦ୍ବାରା ନିଯମ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂଆଁର ବାଦଲ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ।

ଗଣନା ପୁସ୍ତକ 16:37

ଯାଜକ ହାରୋଣର ପୁତ୍ର ଇଲୀଯାସରକୁ କୁହ, ସେ ଅଗ୍ନି ମଧ୍ଯରୁ ସହେି ସମସ୍ତ ବିଶଷେ ଅଙ୍ଗାରଧାନୀ ବାହାର କରିଦେଉ। ସେ ପାଉଁଶକୁ ସଠାେରେ ବିଞ୍ଚିଦେଉ। ସମାନେେ ମାେ ବିରୁଦ୍ଧ ରେ ପାପ କରିଥିଲେ, ତେଣୁ ସମାନଙ୍କେର ଜୀବନ ଗଲା। ମାତ୍ର ସହେି ବିଶଷେ ଅଙ୍ଗାରଧାନୀ ଗୁଡିକ ପବିତ୍ର କାରଣ ସଗେୁଡିକ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟାଇଥିଲା।

ଗଣନା ପୁସ୍ତକ 16:48

ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧିଅରେ ଠିଆ ହେଲେ। ତା'ପରେ ମହାମାରୀ ନିବୃତ୍ତ ହେଲା।

ଦିତୀୟ ବଂଶାବଳୀ 26:16

କିନ୍ତୁ ଉଷିୟ ଯେତବେେଳେ ଶକ୍ତିଶାଳୀ ହାଇେ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ହାଇେ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବଦେୀ ଉପରେ ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

Interlinear

Choose Theme