Home Bibles ଗଣନା ପୁସ୍ତକ 15:6 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 15:6 · ଓଡ଼ିଆ ବାଇବେଲ

ଆଉ ଏକ ମଷେ ନିମନ୍ତେ ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଏକ ହିନର ଏକ ତୃତୀଯାଂଶ ତୈଳ ରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନବୈେଦ୍ଯ ପ୍ରସ୍ତୁତ କରିବ।

Cross references

ଗଣନା ପୁସ୍ତକ 15:4

ଯେଉଁ ଲୋକ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରୁଛ, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।

ଗଣନା ପୁସ୍ତକ 28:12

ପୁଣି ପ୍ରେତ୍ୟକକ ଷଣ୍ତ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ; ଆଉ ଏକ ମଷେ ନିମନ୍ତେ ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ;

ଗଣନା ପୁସ୍ତକ 28:13

ପୁଣି ପ୍ରେତ୍ୟକକ ମଷେଶାବକ ନିମନ୍ତେ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ ଦବେ। ତହିଁରେ ସଦାପ୍ରଭୁଙ୍କୁ ତାହା ଏକ ସୁବାସିତ ଉପହାରରୁପେ ଉତ୍ସର୍ଗ କରିବ।

Interlinear

Choose Theme